Only for Entertainment

ଆମାଜନ ପ୍ରାଇମ ଭିଡିଓ ସିରିଜ ‘ଦ ଫରଗଟନ ଆର୍ମି-ଆଜାଦୀ କେ ଲିଏ’ଟିଜର ଉଡାଇଦେବ ହୋଶ୍ !

32

ନିଜ ପ୍ରଥମ ମୋଶନ ପୋଷ୍ଟର ସହ ଦର୍ଶକଙ୍କୁ ଜଣାଇବା ପରେ ଏବେ ଆମାଜନ ପ୍ରାଇମ ନିଜର ବହୁପ୍ରତିକ୍ଷିତ ଆମାଜନ ଓରିଜିନାଲ ସିରିଜ ‘ଦ ଫରଗଟନ ଆର୍ମି’-ଆଜାଦୀ କେ ଲିଏ’ର ଦମଦାର ଟିଜର ରିଲିଜ କରିଛି ।

ଟିଜରରେ ଭାରତୀୟ ସେନାଙ୍କ କାହାଣୀ ଦେଖିବାକୁ ମିଳିଛି, ଯେଉଁଥିରେ ସେନାର ଜବାନଙ୍କ ପ୍ରମୁଖତା ଏବଂ ଅନ୍ତଦୃଷ୍ଟିକୁ ଦେଖିବାକୁ ମିଳିଛି । ଏହି ଶୋରେ ଦୁଇ କଳାକାର ସନି କୌଶଲ ଏବଂ ଶରବରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଫରଗଟନ ଆର୍ମି’ଟିଜର ଦର୍ଶକଙ୍କୁ ପସନ୍ଦ ଆସିଛି । କବୀର ଖାନଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶିତ ଏହି ସିରିଜ ୨୪ଜାନୁଆରୀ ୨୦୨୦ରେ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି ଏବଂ ଏହା ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More