Only for Entertainment

ଅପେକ୍ଷାର ହେଲା ଅନ୍ତ, ସାମ୍ନାକୁ ଆସିଲା ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘Avengers: Endgame’ର ଟ୍ରେଲର

Marvel Entertainment
23

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ହଲିଉଡ ଫିଲ୍ମ avengers-4 ର ଟ୍ରେଲର ଶେଷରେ ରିଲିଜ ହୋଇଛି  I ମାର୍ଭେଲ ଷ୍ଟୁଡିଓର ଏହି ଫିଲ୍ମ ର ଟାଇଟଲ ରହିଛି ‘Avengers endgame’  I ଟ୍ରେଲର ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ଚାରି ଲକ୍ଷ 61 ହାଜରରୁ ଅଧତ୍କ ଭ୍ୟୁ ମିଳିସାରିଛି । ଫିଲ୍ମ ଆଗାମୀ ବର୍ଷ ଏପ୍ରିଲ ମାସରେ ପରଦା କୁ ଆସିବ। ଫିଲ୍ମର ଟ୍ରେଲର ଖୁବ୍ ସସପେନ୍ସ ଦେଖିବାକୁ ମିଳିଛି। ମାର୍ଭେଲ ର ପ୍ରସଂଶକ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରିଛନ୍ତି।

ଦେଖନ୍ତୁ ଟ୍ରେଲର-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More