Only for Entertainment

ରୋହିତଙ୍କ ଅପକମିଙ୍ଗ ଫିଲ୍ମ ସୁର‌୍ୟବନ୍ସିରେ ନଜର ଆସିବେ ଏହି ସବୁ କଳାକାର !

49

ଫିଲ୍ମ ମେକର ରୋହିତ ସେଟ୍ଟି ନିଜର ଅପକମିଂ ମୁଭି ସୁର‌୍ୟବନ୍ସିକୁ ନେଇ ଷ୍ଟାର ମାନଙ୍କ ଘୋଷଣା କରୁଥିବା ବେଳେ ଏବେ ଆଉ ଏକ ନୁଆ ଚରିତ୍ରକୁ ନେଇ ଘୋଷଣା କରିଛନ୍ତି । ପୁୂର୍ବରୁ ଅକ୍ଷୟ କୁୂମାର ଓ କ୍ୟାଟ୍ରିନାଙ୍କୁ ଲିଡ ରୋଲରେ ଥିବା ନେଇ ସୁଚନା ଦେଇଥିଲେ ରେହିତ ଏବଂ ଏବେ ନିନା ଗୁପ୍ତାକୁ କାଷ୍ଟ କରିଛନ୍ତି ସେ । ଏହି ମୁଭିରେ ନିନା ଗୁପ୍ତା ଅକ୍ଷୟଙ୍କ ମାଁ ଭୂମିକାରେ ନଜର ଆସିବେ ।

ଏଥିସହ ସୂଚନା ରହିଛି ମୁଭିର ମୁଖ୍ୟ ଭିଲିଆନ ପାଇଁ ମଧ୍ୟ କାଷ୍ଟ ଫାଇନାଲ କରିସାରିଲେଣି ରୋହିତ ଏବଂ ଏଥିରେ ଅଭିମନ୍ୟୁ ସିଂ ଙ୍କୁ ଭିଲିଆନ ରୋଲ ରେ ନେବାକୁ ସ୍ଥିର କରିଥିବା ଜଣାପଡିଛି । ଅଭିମନ୍ୟୁ ସିଂ ଯିଏ ନିଜର ବଲିଉଡ ଡେବ୍ୟୁ ରାକେଶ ଓମପ୍ରକାଶ ମେହେରାଙ୍କ ସହିତ ମୁଭି ଅକ୍ସ ରେ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More