Only for Entertainment

ଏହି ଦୁଇଟି ଗଛକୁ ଏକା ସାଙ୍ଗରେ ଲଗାଇଲେ ଖୁବ କମ ସମୟରେ ହୋଇଯିବେ ଧନୀ ।

Pranin Organic
137

ପ୍ରକୃତିର ରତ୍ନ ହେଉଛି ବୃକ୍ଷ । ଏହାକୁ ଘରେ ଲଗାଇବା ଦ୍ୱାରା ଘର ଭରପୂର ରହିଥାଏ ଏବଂ ପରିବାରର ସଦସ୍ୟ ସୁସ୍ଥ ରହିଥାନ୍ତି । ଏଭଳି କିଛି ବୃକ୍ଷ ରହିଛଇ ଯାହା ଦ୍ୱାରା ଭାଗ୍ୟ ବଦଳିପାରେ । ଘରେ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । କିନ୍ତୁ ଆମ ଦ୍ୱାରା ଲଗାଯାଇଥିବା କିଛି ବୃକ୍ଷ ଶୁଭଫଳ ଦେଖାନଥାଏ, କାରଣ ସେଥିରେ ବାସ୍ତୁ ଦୋଷ ରହିଥାଏ ।

ତୁଳସୀ:
ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ବାୟୁ ବିଶୁଦ୍ଧ ରହିଥାଏ । ଯେଉଁଭଳି ତୁଳସୀ ଶୁଦ୍ଧ ହୋଇଥାଏ ସେହିଭଳି ଏହାକୁ ଲଗାଯାଇଥିବା ଘରେ ରହୁଥିବା ଲୋକଙ୍କ ମନ ମଧ୍ୟ ବିଶୁଦ୍ଧ ହୋଇଯାଏ । ତୁଳସୀର ଖୁବ ମହତ୍ୱ ରହିଛି ।

ଅଶ୍ୱଗନ୍ଧା-
ଏହାକୁ ଘରେ ଲଗାଇବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ ।

ଅଁଳାଗଛ-
ଏହି ଗଛକୁ ପୂର୍ବ କିମ୍ବା ଉତ୍ତର ଦିଗରେ ଳଗାନ୍ତୁ । ଏହାକୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହାକୁ ସବୁବେଳେ ପୂଜା କରିବା ଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ ଏବଂ ପାପ ନାଶ ହୋଇଥାଏ ।

ଏହା ସହିତ କଦଳୀ ଗଛ,ଡାଳିମ୍ବ ଏବଂ ବେଲ ଗଛ ମଧ୍ୟ ଠିକ ସେହିଭଳି କାମ କରିଥାଏ । ଉପରୋକ୍ତ ସମସ୍ତ ଗଛ ମାନଙ୍କ ମଧ୍ୟରୁ ଆପଣ ଯେଉଁ ଦୁଇଟି ଗଛକୁ ମଧ୍ୟ ଏକା ସାଙ୍ଗରେ ପୂଜା କରିବା ଆପଣଙ୍କ ମନସ୍କାମନା ପୂରଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More