Only for Entertainment

ଜାଣନ୍ତୁ କେଉଁ ୩ ଜଣ ଲୋକଙ୍କ ପାଇଁ ସେଓ ବିଷ ସଦୃଶ ।

energy106.ca
39

ଫଳ ମାନଙ୍କ ମଧ୍ୟରେ ସେଓ ଶରୀର ପାଇଁ ଖୁବ ଭଲ କୁହାଯାଏ ।ଶାରୀରିକ କମଜୋରକୁ ଏହା ଦୁର କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିରେ ଆଂଟି ଅକ୍ସିଡାଂଟ,ଫାଇବର,ଭିଟାମିନ ସି,ଭିଟାମିନ ବି ଏବଂ ସୁଗାର ଆଦି ଖୁବ ମାତ୍ରାରେ ରହିଥାଏ । କିଛି ଲୋକଙ୍କ ପାଇଁ ଏହା ଖୁବ ହାନିକାରକ । ଆସନ୍ତୁ ଜାଣିବା ସେହି ୩ ଲୋକଙ୍କ ବିଷୟରେ ।
ମଧୁମେହ ରୋଗୀଙ୍କ ପାଇଁ ଏହା ବିଷ ସମାନ । ଏହି ଲୋକମାନେ ଖାଲି ପେଟରେ ସେଓ ଖାଇବା ଅନୁଚିତ । ଏଥିରେ ସୁଗାରର ମାତ୍ରା ଖୁବ ଅଧିକ ।

କିଛି ଲୋକ ଓଜନ କମାଇବା ପାଇଁ ସେଓ ଖାଇଥାନ୍ତି ।ଏଥିରେ ସୁଗାର ଏବଂ କ୍ୟାଲୋରୀର ମାତ୍ରା ଅଧିକ ଥିବା ଦ୍ୱାରା ଓଜନ ବଢିଥାଏ । ତେଣୁ ଓଜନ କମ କରିବାକୁ ଚାହୁଁଥିଲେ ଏହାକୁ ଖାଆନ୍ତୁ ନାହିଁ ।

ଯେଉଁ ମାନଙ୍କର ହୃଦରୋଗ ସହିତ ଜଡ଼ିତ ସେମାନେ ସେଓ ଖାଇବା ଅନୁଚିତ । ଏଥିରେ ଫଳଶର୍କରା ଅଧିକ ରହିଥାଏ । ଏହା ଦ୍ୱାରା ହାର୍ଟ ଆଟାକର ସମ୍ଭାବନା ଅଧିକ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More