Only for Entertainment

ଘରର ବାସ୍ତୁକୁ ନେଇ ଚିନ୍ତିତ କି? କାନ୍ଥରେ ଲେଖନ୍ତୁ ଏହି ଅକ୍ଷର

JohnHart Real Estate
0 398

ଯଦି ଘରେ ବାସ୍ତୁଦୋଷ ରହିଥାଏ ସେଠାରେ ରହୁଥିବା ସଦସ୍ୟଙ୍କ ସ୍ୱାସ୍ଥ୍ୟ ସହିତ ଆୟ ଓ କ୍ୟାରିୟର୍ ଉପରେ ପ୍ରଭାବ ପଡିଥାଏ। ବାସ୍ତୁଦୋଷରୁ ଦୂରେଇ ରହିବାକୁ ଚାହୁଁଥିଲେ ଘରର ମୁଖ୍ୟ ଗେଟର ଡାହାଣ ପାର୍ଶ୍ୱରେ କଦଳୀ ଗଛ ଓ ବାମ ପାର୍ଶ୍ୱରେ ତୁଳସୀ ଗଛ ଲଗାନ୍ତୁ। ଯଦି ଘର ବାହାରେ ଗଛ ଲଗାଇବା ସମ୍ଭବ ହେଉନାହିଁ, ବାସ୍ତୁଶାସ୍ତ୍ରରେ ଏପରି କିଛି ଅକ୍ଷର କୁହାଯାଇଛି ଯାହାକୁ ଠିକ୍ ସ୍ଥାନରେ ଲେଖିବା ଦ୍ୱାରା ବସ୍ତୁଦୋଷ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ ଦିଗରେ ବାସ୍ତୁଦୋଷ ଥିଲେ କ’ଣ ଲେଖିବେ।

  • ଘରର ଉତ୍ତର ଦିଗରେ ବାସ୍ତୁଦୋଷ ଥିଲେ ଏକ ସାଧା କାଗଜରେ ‘ଅ’ ଲେଖି ଛାପି ଦିଅନ୍ତୁ।
  • ଦକ୍ଷିଣ ଦିଗରେ ବାସ୍ତଦୋଷ ଦୂର କରିବା ପାଇଁ ଏହି ଦିଗରେ ‘ମ’ ଅକ୍ଷର ଲେଖି ଛାପି ଦିଅନ୍ତୁ।
  • ସେହିପରି ପୂର୍ବ ଦିଗରେ ବାସ୍ତଦୋଷ ଦୂର କରିବା ପାଇଁ ସେହି ଦିଗରେ ‘ଚନ୍ଦ୍ର ବିନ୍ଦୁ’ ଲେଖିନ୍ତୁ।
  • ପଶ୍ଚିମ ଦିଗରେ ଥିବା ବାସ୍ତୁଦୋଷ ଦୂର କରିବା ପାଇଁ ଏହି ଦିଗରେ ‘ଓଁ’ ଲେଖି ଛାପି ଦିଅନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More