Only for Entertainment

ସଲମାନଙ୍କୁ ଅନୁସରଣ କଲେ ଏହି ଟିଭି ଆକ୍ଟର,ସର୍ଟ ଲେସ ହୋଇ ସମସ୍ତଙ୍କ ସାମ୍ନାରେ କଲେ ଡ୍ୟାନ୍ସ ।

amarujala
0 46

ଦୀପିକା କକ୍କରଙ୍କୁ ବିବାହ ପରେ ଏହି ଅଭିନେତା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କେବେ ତାଙ୍କର ଶାଢୀ ପିନ୍ଧା ଫଟୋ ସାମ୍ନାକୁ ଆସୁଛିତ କେବେ ସର୍ଟ ଲେସ ହୋଇ ନାଚ କରିବାର ଫଟୋ ।

ନିକଟରେ ସୋଏବଙ୍କର ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସଲମାନଙ୍କ ଫେମସ ଗୀତରେ ନାଚ କରୁଛନ୍ତି । ସୋଏବ ଏବେ ଜିତ ଗେୟି ତୋ ପିଆ ମେରେ ମେଗା ଧାରାବହିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । କିଛି ଦିନ ପୂର୍ବରୁ ଏକ ସିକ୍ୱେନ୍ସରେ ଶାଢୀ ପିନ୍ଧି ଚର୍ଚ୍ଚାରେ ଆସିଥିଲେ ।

ଏହି ଭିଡିଓକୁ ସୋଏବ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଡ୍ୟାନ୍ସରେ ସମଗ୍ର ଟିମ ତାଙ୍କ ସାଥ ଦେଇଛନ୍ତି । ତେବେ ପ୍ୟାର କିୟା ତୋ ଡରନା କ୍ୟା ଫିଲ୍ମର ଗୀତରେ ସେ ନାଚ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More