Only for Entertainment

ଅନୁଷ୍କା ନୁହଁନ୍ତି ଏହି ଅଭିନେତ୍ରୀ ଥିଲେ ବିରାଟଙ୍କର ପ୍ରଥମ ପସନ୍ଦ ।

youtube
0 53

ଖେଳ କଥା କୁହନ୍ତୁ ବା ଅଭିନୟ ଉଭୟ ପ୍ରଫେସନରେ କିଙ୍ଗ ଏଂ କ୍ୱିନ ହେଉଛନ୍ତି ବିରାଟ ଏବଂ ଅନୁଷ୍କା । କ୍ଷଣିକା ମାତ୍ରକେ ଏମାନଙ୍କ ଭିଡ଼ିଓ ଭାଇରାଲ ହୋଇଯାଏ । ତେବେ ବିରାଟଙ୍କ ଦିୱାନା ଅଗଣିତ । ବିବାହ ପରେ ବିରାଟ ଏବଂ ଅନୁଷ୍କାଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଦୁଇଜଣ ତାଙ୍କ ଭିନ୍ନ ଅନ୍ଦାଜରେ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି । କେବଳ ବିବାହ ପରେ ନୁହେଁ ବରଂ ବିବାହ ପୂର୍ବରୁ ମଧ୍ୟ ଦୁଇଜଣଙ୍କ କେମେଷ୍ଟ୍ରି ଖୁବ ଜବରଦସ୍ତ ଥିଲା । ସବୁଠାରୁ ଚମତ୍କାର ଥିଲା ଷ୍ଟାଡିୟମରେ ବିରାଟ ଅନୁଷ୍କାଙ୍କୁ ଖୋଜିବାର ଦୃଶ୍ୟ । କିନ୍ତୁ ସମସ୍ତେ ଜାଣନ୍ତିଯେ ଅନୁଷ୍କା ହେଉଛନ୍ତି ବିରାଟଙ୍କର ପ୍ରଥମ ପସନ୍ଦ । କିନ୍ତୁ ବାସ୍ତବ କଥା ଏହା ନୁହେଁ । ଏହା ବୋଧେ ଖୁବ କମ ଲୋକ ଜାଣିଥିବେଯେ ଅନ୍ୟ କେହି ଜଣେ ବିରାଟଙ୍କର ପ୍ରଥମ ପସନ୍ଦ । ଆସନ୍ତୁ ଜାଣିବା ।

 


ଅନୁଷ୍କା ନୁହଁନ୍ତି ବରଂ କରିସ୍ମା ହେଉଛନ୍ତି ବିରାଟଙ୍କର ପ୍ରଥମ ପସନ୍ଦ । ଏକ ସାକ୍ଷାତକାରରେ ବିରାଟ ଏହି କଥାକୁ ସ୍ୱୀକାର କରିଥିଲେ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ କରିସ୍ମା ବିରାଟଙ୍କ ଠାରୁ ଖୁବ ବଡ଼ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More