Only for Entertainment

ନିଆରା ଫଟୋସୁଟ: ଲୋକମାନଙ୍କୁ ଡରାଉଛି ଏହି ଯୋଡିଙ୍କ ବିବାହ ପୂର୍ବ ଫଟୋ !

70

ଫଟୋସୁଟ ବିବାହର ହେଉ କି ବିବାହ ପୂର୍ବର ହେଉ । କିନ୍ତୁ ଜଣେ କପଲ ଅଛନ୍ତି , ଯିଏ ନିଜ ପ୍ରେମକୁ ଭୟଙ୍କର ଅନ୍ଦାଜରେ ଦେଖାଇଛନ୍ତି । ପୁଅର ନା ହେଉଛି ବୈନେସା ଲାସନ ଏବଂ ସେ ଖୁବ ମର୍ଡନ । ସେ ନିଷ୍ପତ୍ତି ନେଲେ ଯେ ନିଜ ବିବାହ ପୂର୍ବ ଫଟୋସୁଟରେ ହରର ଥିମ ଜରିଆରେ ନିଜ ଭଲ ପାଇବାକୁ ସମସ୍ତଙ୍କୁ ଦେଖାଇବେ ।

 

ଏହି ଫଟୋସୁଟରେ କପଲ ଶୁକ୍ରବାର ୧୩ତାରିଖରେ ଫିଲ୍ମର ଥିମ ବାଛି ଥିଲେ, ଯାହାକୁ ଫଟୋଗ୍ରାଫର ବ୍ରେଣ୍ଡନ ଗ୍ରେ କ୍ୟାମେରାରେ କଏଦ କରିଥିଲେ ।

ଫଟୋସୁଟର ଆରମ୍ଭରେ ଦେଖିବାକୁ ମିଳିଛି ରୋମାନ୍ସ ।

ରିପୋର୍ଟ ମୁତାବକ ଏହି ଫଟୋସୁଟ ୨୦୧୩ରେ ହୋଇଥିଲା କିନ୍ତୁ ଏବେ ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଫଟୋସୁଟ ଯେଉଁଭଳି ହେଉ ନା କାହିଁକି ଏହା କାହାଣୀକୁ ଭାବନାରେ ପରିପ୍ରକାଶ କରିବା ଜରିଆ ଅଟେ । ସେମାନେ ଏହାକୁ ଟିକେ ଭିନ୍ନ ଭାବେ ପ୍ରସ୍ତୁତ କରିବେ ବୋଲି ବାଛିଥିଲେ । ଏହାର ଥିମର କାହାଣୀ ରହିଥିଲା ଯେ ସବୁବେଳେ କାହାଣୀର ଶେଷ ଖୁସି ହୋଇନଥାଏ ଏବଂ ଦୁଃଖର ମଜା ମଧ୍ୟ କିଛି ଭିନ୍ନ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More