Only for Entertainment

ସେଲିବ୍ରିଟି ଭାବେ ବିଗ ବସ ଘରେ ଏଣ୍ଟ୍ରି କରିବେ ଏହି ଆଡଲ୍ଟ ଫିଲ୍ମ ଷ୍ଟାର

FilmiBeat
0 45

ବିଗ ବସ-୧୨ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଏହି ସିଜିନରେ ପୂର୍ବ ସିଜିନ ଅପେକ୍ଷା ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ସେଲିବ୍ରିଟିଙ୍କ ସହିତ କମନର ମଧ୍ୟ ନଜର ଆସିବେ ତା ସହିତ କମନର୍ସ ଯୋଡିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

danny-d-mahika-sharma

ନିକଟରେ ବିଗ ବସ-୧୨କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ବ୍ରିଟିଶ ଆଡଲ୍ଟ ଷ୍ଟାର ଡ୍ୟାନି ଡି ଏହି ସିଜିନରେ ନନଜର ଆସିବେ । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଡ୍ୟାନି ନିଜର ଇଣ୍ଡିଆନ କୋ-ଷ୍ଟାର ମାହିକା ଶର୍ମାଙ୍କ ସହିତ ନଜର ଆସିବେ । ଦୁହିଁଙ୍କୁ ପ୍ରତ୍ୟେକ ସପ୍ତାହ ପାଇଁ ୯୫ ଲକ୍ଷ ଦିଆଯିବ । କିନ୍ତୁ ଡ୍ୟାନି ବିଗ ବସରେ ଭାଗ ନେବା ପାୁଇଁ କୁଆଡେ ୧.୨୫ କୋଟି ଦାବି କବିଛନ୍ତି ବୋଲି ଶୁଣିବାକୁ ମିଳୁଛି ।

କହିରଖୁଛୁ ଯେ ଏହି ସୋ ୧୬ ସେପ୍ଟେମ୍ବରରେ କଲର୍ସ ଟିଭିରେ ପ୍ରସାରିତ ହେବ । ବଲିଉଦ ଦବଙ୍ଗ ଖାନଙ୍କୁ ଦସ କା ଦମ ପରେ ପୁଣି ଥରେ ଛୋଟ ପରଦାରେ ଶୋ ହୋଷ୍ଟ କରିଥିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More