Only for Entertainment

ଗୋଟିଏ ଏପିସୋଡ ପାଇଁ ଏତେ ଟଙ୍କା ନିଅନ୍ତି କସୌଟି କଳାକାର

aajtak
123

ଧାରାବାହିକ ହେଉ ବା ଫିଲ୍ମ, ଏହାର କଳାକାର ମାନେ କେତେ ଟଙ୍କା ଫିସ ନିଅନ୍ତି ଏହା ଜାଣିବା ପାଇଁ ସମସ୍ତ ଦର୍ଶକ ଇଛୁକ ଥାଆନ୍ତି । ତେବେ ଆଜି ଆମେ ସେହିଭଳି କିଛି ଟିଭି କଳାକାରଙ୍କ ଗୋଟିଏ ଏପିସୋଡର ଫିସ ବିଷୟରେ ଜଣାଇବୁ । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ କସୌଟି ଜିନ୍ଦେଗୀ କେ’ର ଚରିତ୍ର ମାନଙ୍କ ବିଷୟରେ । ଆସନ୍ତୁ ଆଲୋଚନା କରିବା କେଉଁ କଳାକାର କେତେ ନିଅନ୍ତି ।

ପ୍ରେରଣା ଚରିତ୍ରରେ ନଜର ଆସିଥିବା ଏରିକା ଫର୍ଣ୍ଣାଡିଜ ଏକ ଏପିସୋଡ ପାଇଁ ୧.୨୦ ଲକ୍ଷ ଟଙ୍କା ନିଅନ୍ତି ।

ଅନୁରାଗ ଚରିତ୍ରରେ ନଜର ଆସିଥିବା ପାର୍ଥ ସମଥାନ ଗୋଟିଏ ଏପିସୋଡ ପାଇଁ ନେଉଛନ୍ତି ୧ ଲକ୍ଷ ।

ଟିଭିର ହ୍ୟାଣ୍ଡସମ ହଙ୍କ କରଣ ସିଂ ଗ୍ରୋଭର ଗୋଟିଏ ଏପିସୋଡ ପାଇଁ ନେଉଛନ୍ତି ୩ ଲକ୍ଷ ଟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More