Only for Entertainment

ଏହି ପରି ଗୁଣ ଥିବା ମହିଳା ସବୁବେଳେ ରହିଥାଆନ୍ତି ଏକା !

72

ଗୋଟେ ଝିଅ ନିଜର ଭାବ ପ୍ରକାଶ କରିବା ପୂର୍ବରୁ ସେ ସମ୍ପର୍କରେ ଆଗରୁ ଜାଣି ପାରୁଥିବା ପୁରୁଷଙ୍କୁ ମହିଳା ମାନେ ପସନ୍ଦ କରନ୍ତି । ଯାହାକୁ ପରିବାର ବର୍ଗରେ ସାମିଲ କଲେ ମଧ୍ୟ କୌଣସି ଅସୁବିଧାର ସମ୍ମୂଖୀନ ହେବାକୁ ପଡେ ନାହିଁ ସେଭଳି ବ୍ୟକ୍ତିତ୍ୱକୁ ସବୁ ମହିଳା ପସନ୍ଦ କରନ୍ତି ।

ବିନା ଡରରେ ମୁହଁ ଖୋଲି କହୁଥିବା ମହିଳା ନିଜ ଗୋଡରେ ଛିଡା ହେବା ପାଇଁ ପସନ୍ଦ କରନ୍ତି । ସେମାନେ କାହା କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ ।

ଏହି ଚରିତ୍ର ଥିବା ମହିଳାଙ୍କୁ ପୁରୁଷମାନେ ଖୁବ କମ ପସନ୍ଦ କରନ୍ତି । କାରଣ ଏଭଳି ମହିଳାଙ୍କ ସହ ପୁରୁଷମାନେ ଖାପ ଖୁଆଇ ଚଳି ପାରନ୍ତି ନାହିଁ ।

ତେଣୁ ଏହି ମହିଳା କି ଝିଅ ଯେତେ ଭଲ ହୋଇଥିଲେ ମଧ୍ୟ ସାରା ଜୀବନ ଏକା ରହିଯାଆନ୍ତି । ତାଙ୍କର ଜୀବନ ସାଥୀ ବିନା ହିଁ କଟିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More