Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

womens health
0 52

ମେଷ: ରବି ଓ ସୋମବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ।

ବୃଷ: ରବି ଓ ସୋମବାର: ବ୍ୟବସାୟରେ ନୂଆ ସଉଦା ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ମିଥୁନ: ରବି ଓ ସୋମବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: କାର୍ଯ୍ୟରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: କୌଣସି କଥାକୁ ନେଇ କ୍ରୋଧ ବଢ଼ିବ। ଶନିବାର: ମନ ପ୍ରସନ୍ନ ରହିବ।

କର୍କଟ: ରବି ଓ ସୋମବାର: ସକାରାତ୍ମକତାରେ ଭରି ରହିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ଭଲ ହେବ। ଗୁରୁ ଓ ଶୁକ୍ରବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଶନିବାର: ବଡ଼ ସଉଦା କରିବା ଲାଗି ସମୟ ଭଲ।

ସିଂହ: ରବି ଓ ସୋମବାର: କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। ମଙ୍ଗଳ ଓ ବୁଧବାର: ମହତ୍ତ୍ୱ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଗୁରୁ ଓ ଶୁକ୍ରବାର: ବ୍ୟବସାୟୀଙ୍କୁ ବିଶେଷ ଫାଇଦା ହେବ। ଶନିବାର: ଛାତ୍ରଙ୍କ ସମୟ ଅନୁକୂଳ।

କନ୍ୟା: ରବି ଓ ସୋମବାର: ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: ବିଦେଶରୁ ଭଲ ଖବର ପାଇବେ। ଗୁରୁ ଓ ଶୁକ୍ରବାର: ମନ ଅଶାନ୍ତି ଓ ମୁକ୍ତ ରହିବ। ଶନିବାର: ଆମଦାନି ବୃଦ୍ଧି ହେବ।

ତୁଳା: ରବି ଓ ସୋମବାର: ବ୍ୟବସାୟରେ ଫାଇଦା ମିଳିବ। ମଙ୍ଗଳ ଓ ବୁଧବାର: ପରିବାରରେ ସୁଖ ଓ ଶାନ୍ତି ରହିବ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶନିବାର: ସମସ୍ତଙ୍କୁ ସଙ୍ଗରେ ନେଇ ଆଗକୁ ବଢ଼ିବେ।

ବିଛା: ରବି ଓ ସୋମବାର: କାରବାର ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କୌଣସି ବଡ଼ ଦାୟିତ୍ଵ ମିଳିବ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: କାମ ପ୍ରତି ଉତ୍ସାହ ବୃଦ୍ଧି ହେବ।

ଧନୁ: ରବି ଓ ସୋମବାର: ପରିବାରର ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭର ନଜର ଆସିବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ।

ମକର: ରବି ଓ ସୋମବାର: ଚାକିରି ସମ୍ବନ୍ଧରେ ସୂଚନା ମିଳିବ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସକାରାତ୍ମକ ପରିଣାମ ମିଳିବ। ଗୁରୁ ଓ ଶୁକ୍ରବାର: କାହାରିକୁ ବନ୍ଧୁ ଭାବେ ଗ୍ରହଣ କରିବେ। ଶନିବାର: ଉପାର୍ଜନ ବୃଦ୍ଧି ହେବ।

କୁମ୍ଭ: ରବି ଓ ସୋମବାର: ଅନୁଭବରୁ ପୂରା ଲାଭ ମିିଳିବ। ମଙ୍ଗଳ ଓ ବୁଧବାର: କାରବାରରେ ନୂଆ ସଉଦା ହେବ। ଗୁରୁ ଓ ଶୁକ୍ରବାର: ପୁରୁଣା କାମ ପୂରା ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ମୀନ: ରବି ଓ ସୋମବାର: ନୂଆ କାର୍ଯ୍ୟ ପାଇଁ ଚୁକ୍ତିପତ୍ର କରିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁ ଓ ଶୁକ୍ରବାର: ମନ ଚାହୁଥିବା ସଫଳତା ପାଇବେ। ଶନିବାର: ଛାତ୍ରଙ୍କ ଲାଗି ସମୟ ଶୁଭ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More