Only for Entertainment

ପ୍ରିୟଙ୍କା ଓ ନିକଙ୍କ ନିର୍ବନ୍ଧରେ ସାମିଲ ହେବେ ନାହିଁ ଏହି ତାରକା ।

aajtak
0 40

ପ୍ରିୟଙ୍କା ଏବଂ ନିକଙ୍କ ନିର୍ବନ୍ଧ ସେରମନି ଫଟୋ ସୋସିଆଲ ମିଡିଆରେ ଖୁବ ଧୁମ ମଚାଉଛି । ଏହି ସମୟରେ ଏଭଳି କିଛି ଖବର ଆସିଛି ବଲିଉଡ ତାରକଙ୍କୁ ନେଇ । ଆଶା କରାଯାଉଛିଯେ ଏହି ତାରକା ମାନେ ନିର୍ବନ୍ଧରେ ଯୋଗ ଦେବେ ନାହିଁ ।

ଆଜି ସଂଧ୍ୟାରେ ଦୁଇ ଜଣଙ୍କର ନିର୍ବନ୍ଧ ହେବ । ପାର୍ଟିରେ କିନ୍ତୁ ସଲମାନ ପହପହଂଚିବେ ନାହିଁ । କାରଣ ସଲମାନ ଏବେ ମାଲ୍ଟାରେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ସେହି ଫିଲ୍ମ ଯାହାକୁ ପ୍ରିୟଙ୍କା ସାଇନ କରିବା ପରେ ମନା କରି ଦେଇଥିଲେ । ଏହାକୁ ନ କରିବାର କାରଣ ପ୍ରିୟଙ୍କାଙ୍କ ବିବାହ ବୋଲି କୁହାଯାଉଛି ।

୨୦୦୭ରେ ଫିଲ୍ମ କମିନେରେ ଶାହିଦ ଏବଂ ପ୍ରିୟଙ୍କା ଏକା ସାଙ୍ଗରେ ନଜର ଆସିଥିଲେ । ଏହି ସମୟରେ ଦୁଇ ଜଣଙ୍କର ଅଫେୟର କଥା ଶୁଣିବାକୁ ମିଳିଥିଲା । କେବେଳ ସେତିକି ନୁହେଁ ୨୦୧୨ରେ ଅଲଗା ହୋଇ ଯାଇଥିବା ଘଟଣା ମଧ୍ୟ ନଜର ଆସିଥିଲା । ଶାହିଦ ଏବେ ତାଙ୍କ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ଶାହିଦ ଆସି ନପାରନ୍ତି ।

ପ୍ରିୟଙ୍କାଙ୍କ କୋ ଷ୍ଟାର ଅନୁଷ୍କା ମଧ୍ୟ ଆସିପାରିବେ ନାହିଁ । କାରଣ ଅନୁଷ୍କା ଏବେ ବିରାଟଙ୍କ ସହିତ ଲଣ୍ଡନରେ ଅଛନ୍ତି ।
କ୍ୟାଟ୍ରିନା ମଧ୍ୟ ଆସିପାରିବେ ନାହିଁ । କାରଣ ସେ ମଧ୍ୟ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଜ୍ଞା ହଁ ଏହା ସେହି ଫିଲ୍ମ ଯାହାକୁ ପ୍ରିୟଙ୍କା ଛାଡ଼ିବା ପରେ କ୍ୟାଟ୍ରିନାଙ୍କୁ ସାଇନ କରାଯାଇଥିଲା ।

୨୦୦୦ ମସିହାରେ ପ୍ରିୟଙ୍କା ଏବଂ ଅକ୍ଷୟ ଏକା ସାଙ୍ଗରେ କେତେକ ଫିଲ୍ମ କରିଥିଲେ । ଦୁଇ ଜଣ ଏକା ସାଙ୍ଗରେ ଶେଷ ଥର ପାଇଁ ଫିଲ୍ମ ବକ୍ତରେ ନଜର ଆସିଥିଲେ । ରିପୋର୍ଟ ଅନୁସାରେ ପ୍ରିୟଙ୍କାଙ୍କ ସହିତ କେବେ ମଧ୍ୟ ଆଉ ଫିଲ୍ମ ନକରିବା ପାଇଁ ଅକ୍ଷୟଙ୍କୁ କହିଥିଲେ । ତାହା ପରଠାରୁ ଦୁଇ ଜଣଙ୍କୁ କେବେ ମଧ୍ୟ ଏକା ସାଙ୍ଗରେ ଦେଖିବାକୁ ମିଳିନାହିଁ ।

୨୦୧୧ରେ ଶାହାରୁଖ ଏବଂ ପ୍ରିୟଙ୍କାଙ୍କ ଅଫେୟର ଖୁବ ଚର୍ଚ୍ଚାରେ ରହିଥିଲା । ଖବର ଅନୁସାରେ ଗୌରୀ ପ୍ରିୟଙ୍କାଙ୍କୁ ଘରକୁ ଡାକିଥିଲେ ଏବଂ ଶାହାରୁଖଙ୍କ ସହିତ ମିଳାମିଶା ନ କରିବାକୁ କହିଥିଲେ । ସେହି ଦିନଠାରୁ ଦୁଇ ଜଣ ପରସ୍ପରଠାରୁ ଦୂରରେ ରହିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More