Only for Entertainment

ଟାଇଗର ସ୍ରଫଙ୍କ ଭଉଣୀ ବିକିନି ପିନ୍ଧି ବଏଫ୍ରେଣ୍ଡ ସହିତ ଦେଲେ ପୋଜ୍

hindirush
150

ବଲିଉଡ ଆକ୍ଟର ଟାଇଗର ସ୍ରଫଙ୍କ ଭଉଣୀ କୃଷ୍ଣା ସ୍ରଫ ଯଦିଓ ଫିଲ୍ମ ଦୁନିଆରେ ନଜର ଆସିନାହାଁନ୍ତି କିନ୍ତୁ ଲାଇମ ଲାଇଯରେ ଆସିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ । ସେ ବଲିଉଡର ସବୁଠାରୁ ପପୁଲାର ଷ୍ଟାର କିଡସଙ୍କ ମଧ୍ୟରେ ଜଣେ, ଯିଏ ତାଙ୍କ ତାଙ୍କ ବୋଲ୍ଡ ଏବହ ହଟ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା । କେତେବେଳେ ସ୍ୱିମିଙ୍ଗ ପୁଲରେ ଗାଧୋଇବା ସମୟରେ ଫଟୋ ଶେୟାର କରିବା ତ କେତେବେଳେ ବନ୍ଧୁ ଏବଂ ବସ୍କେଟବଲ ଖେଳାଳୀ ଇବନ ହ୍ୟାମ୍ସଙ୍କ ସହିତ ସଂପର୍କକୁ ନେଇ ଖୁଲାସା କରିବା ।

 

ଏବେ ପୁଣିଥରେ ନିଜ ହଟନେସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କୃଷ୍ଣା । ଏହିଥର ତାଙ୍କ ସାଥ୍ ଦେଇଛନ୍ତି ବଏଫ୍ରେଣ୍ଡ ଇବନ ହ୍ୟାମ୍ସ । ଦୁଇଜଣଙ୍କର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଦୁଇଜଣଙ୍କୁ ଦୁବାଇ ବିଚରେ ଦେଖିବାକୁ ମିଳିଛି । ବ୍ଲାକ ବିକିନିରେ କୃଷ୍ଣା ଖୁବ ହଟ ଲାଗୁଛନ୍ତି ।

 

 

View this post on Instagram

 

Damn. ?? #blessedwiththebest @ebanhyams @doitall23 ♥️

A post shared by Krishna Jackie Shroff (@kishushroff) on

ଅନ୍ୟ ପକ୍ଷରେ ଯାହା ଆରମ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଇବନ ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ କୃଷ୍ଣାଙ୍କ ଏକ ଫଟୋ ଶେୟାର କରିଛନ୍ତି । ସେଥିରେ ସେ ତାଙ୍କୁ ୱାଇଫି ଲେଖି ଟ୍ୟାଗ କରିଛନ୍ତି । ଏହାପରେ କବର ଆସୁଛିଯେ ଦୁଇଜଣ ଲୁଚି ଲୁଚି ବିବାହ କରି ନେଇଛନ୍ତି । ତେବେ ଏହା କେତେଦୂର ସତ ଖବର ଆସିଲେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More