Only for Entertainment

ଟିକଟକ ଭିଡ଼ିଓରେ ମାତିଲେ ଯୁବକ, କୁକର ସହିତ କଲେ ଲଜ୍ଜାଜନକ କାମ

29

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଦିନ ରାତି ଗୋଟିଏ କରି ଦେଉଛନ୍ତି । କେହି କେହି ଏହାକୁ ଭଲ କାମରେ ବ୍ୟବହାର କରଛନ୍ତି ତ ଆଉ କେହି ଏହାର ଲାଭ ଉଠାଇ ଲଜ୍ଜାଜନକ କାମ କରୁଛନ୍ତି । ବର୍ତ୍ତମାନର ଯୁବପିଢୀଙ୍କୁ ଟିକଟକର ନିଶା ଘାରିଛି, ଯେଉଁଥିରେ ବୁଡ଼ି ରହି ସେମାନେ ଭୁଲ ଠିକ ବିଚାର କରିବା ଭୁଲି ଯାଉଛନ୍ତି । ଆଜ୍ଞା ହଁ ନିକଟରେ ସେହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉର୍ଥିରେ ତିନି ଜଣ ଯୁବକ ଏକ କୁକର ସହିତ ଏଭଳି ଟିକଟକ କରୁଛନ୍ତି ଯାହାକୁ ଦେଖିବା ପରେ କାହାକୁ ମଧ୍ୟ କ୍ରୋଧ ଆସିବା ସ୍ୱଭାବିକ କଥା ।

 

ଘଟଣା ହିମାଚଳ ମଣ୍ଡିର । ଏହି ଭିଡ଼ିଓରେ ତିତି ଜଣ ଯୁବକଙ୍କୁ ଟିକଟକ କରୁଥିବାର ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଏମାନେ କୁକୁରକୁ ଉଚ୍ଚତାକୁ ଫିଙ୍ଗି ଭିଡ଼ିଓ ସୁଟ କରୁଛନ୍ତି । ଭିଡ଼ିଓ ଆରମ୍ଭ ହେବାରୁ ଗୀତ ବାଜୁଛି । ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଅଭିଯୋଗ କରିଛି ରାଇଟ ଫାଉଣ୍ଡେସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More