Only for Entertainment

ନୂଆ ଲୁକରେ ସିଣ୍ଡ୍ରେଲା ଭଳି ଦେଖା ଯାଉଛନ୍ତି ଏହି ଅଭିନେତ୍ରୀ,ଦେଖନ୍ତୁ ଫଟୋ ।

bollywood tadka
0 54

ଟିଭି ସିରିଅଲ ଉତ୍ତରନର ଅଭିନେତ୍ରୀ ଟୀନା ଦତ୍ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ତାଙ୍କୁ ଚିହ୍ନିବା ଖୁବ କଷ୍ଟକର ହୋଇଯାଇଛି । ତାଙ୍କ ଫଟୋ ଦେଖବା ପରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯାଇଛି ।


ଫଟୋରେ ତାଭ୍କ ମେକଓଭର ସଂପୂର୍ଣ୍ଣ ନଜର ଆସୁଛି । ସେ ତାଙ୍କର ଲାଟେଷ୍ୟ ଫଟୋସୁଟରେ ସିଣ୍ଡ୍ରେଲା ଭଳି ଲାଗୁଛନ୍ତି । ସେହି ଫଟୋକୁ ଘନ ଜଙ୍ଗଲରେ ସୁଟିଂ କରାଯାଇଛି ।


ତାଙ୍କ ଲୁକକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ତେବେ ସେତିକି ନୁହେଁ ପୂର୍ବରୁ ମଧ୍ୟ ତାଙ୍କର ଏଭଳି ଚମକାଇଦେବା ଭଳି ଫଟୋ ସାମ୍ନାକୁ ଆସିଥିଲା । ଟୀନା ଏବେ ଶନି ସିରିଅଲରେ ଦାମିନୀ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଏହା ପୂର୍ବରୁ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ବିଦ୍ୟାବାଲାନଙ୍କ ଫିଲ୍ମ ପରିଣୀତାରେ ମଧ୍ୟ ସେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More