Only for Entertainment

କେବଳ କଲରା ନୁହେଁ, ଏହି ମସସ୍ତ ଖାଦ୍ୟ ମଧ୍ୟ କରିଥାଏ ମଧୁମେହ ନିୟନ୍ତ୍ରଣ । ଜାଣନ୍ତୁ ଖାଇବାର ପ୍ରକୃତ ପ୍ରକ୍ରିୟା ।

1mg
0 71

ଏଲେଭେରାକୁ ସମସ୍ତେ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଏହାଯେ ମଧୁମେହ ରୋଗୀଙ୍କ ପାଇଁ ଖୁବ ଲାଭଦୟାକ ହୁଏ ଖୁବ କମ ଲୋକ ଜାଣିଥିବେ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ଏବଂ ମଧୁମେହ ରୋଗୀଙ୍କୁ ପରାମର୍ଶ ଦେବା ।ଯାହା ଦ୍ୱାରା ଏକ ସୁସ୍ଥ ସମାଜ ଗଢାଯାଇ ପାରିବ ।

aloe-vera-

ଏଲୋଭେରା ଭଳି ଅଁଳାରେ ମଧ୍ୟ ପ୍ରଚୁର ମାତ୍ରାରେ ଔଷଧୀୟ ଗୁଣ ଭରି ରହିିଛି । ତାଜା ଅଁଳା ରସ ସହିତ ୧୦ ବୁନ୍ଦା ଏଲୋଭେରା ରସ ମିଶାଇ ଖାଲି ପେଟରେ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।

କଲରା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯଦି ୨ ଚାମଚ କଲରା ରସ ସହିତ ୧୦ ଗ୍ରାମ ଏଲୋଭେରା ରସ ମିଶାଇ ପିଆଯାଏ ତେବେ ମଧୁମେହ ନିୟନ୍ତ୍ରଣ ହୋଇପାରିବ ।

୧୦ଟି କୋମଳ ପତ୍ର ସହିତ ୨୦ ଗ୍ରାମ ଏଲୋଭେରା ରସ ମିଶାଇ ଖାଲି ପେଟରେ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି ମଧ୍ୟ ଖୁବ ଲାଭଦାୟକ ହୋଇଥାଏ ।

୧୦ ଗ୍ରାମ ଜାମୁକୋଳି (ମଂଜି ବ୍ୟତୀତ) ସହିତ ଗୁଡ଼ ୧୦ ଗ୍ରାମ ଏବଂ ୫ ଗ୍ରାମ ଖାଇବା ସୋଢା ମିଶାଇ ଏଲୋଭେରା ରସ ସହିତ ଗୋଲି ତିଆରି କରି ଦିନକୁ ୩ଥର ଗୋଟିଏ ଲେଖାଏଁ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।

ଗାଈର କଂଚା ଦୁଗ୍ଧରେ ଏଲୋଭେରା ରସ ମିଶାଇ ଅଧ କପ ଲେଖାଏଁ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More