Only for Entertainment

ଆପଣାନ୍ତୁ ଏହି ଉପାୟ, ଟୁଟକିରେ ଦୂର ହେବ ଅନେକ ସମସ୍ୟା !

projectdown2earth
0 55

ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ଏହାକୁ ନେଇ ବ୍ୟକ୍ତି ଅନେକ ଉପାୟ ଅବଲମ୍ବନ କରିଥାଏ ହେଲେ କୌଣସି ସୁଫଳ ମିଳେ ନାହିଁ । ଯଦି ଆପଣ ଏହି ସବୁ ସମସ୍ୟାକୁ ନେଇ ଚିନ୍ତିତ ତେବେ କିଛି ସରଳ ଉପାୟ ଆପଣାଇ ଦେଖନ୍ତୁ ।

  • ହାତ ପୋଡିଗଲେ ଆଳୁକୁ ଛେଚି ଲଗାଇବା ଦ୍ୱାରା ଜଳାପୋଡାରୁ ମୁକ୍ତି ମିଳିଥାଏ ।
  • ରାତିରେ ଶୋଇବା ସମୟରେ ଜଡା ତେଲ ଆଇବ୍ରୋରେ ଲଗାଇବା ଦ୍ୱାରା ଆଇବ୍ରୋ କଳା ଓ ଗହଳିଆ ହୁଏ ।
  • ଆଣ୍ଠୁ ଦରଜ ହେଉଥିଲେ ସୋରିଷ ତେଲରେ ରସୁଣ ପକାଇ ଫୁଟାନ୍ତୁ, ସେହି ତେଲକୁ ଦିନରେ ୨ ରୁ ୩ ଥର ଆଣ୍ଠୁରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଯନ୍ତ୍ରଣା କମ ହେବ ।
  • ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇବା ଦ୍ୱାରା ଶ୍ୱାସନଳୀ ଖୋଲିଯାଏ ଫଳରେ ଘୁଙ୍ଗୁଡି ବନ୍ଦ ହୋଇଯାଏ ।
  • ଜିରାକୁ ମହୁ କିମ୍ବା ମିଶିରି ପାଣି ସହ ମିଶାଇ ଖାଇଲେ କିଡନୀ ଷ୍ଟୋନ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ପ୍ରତିଦିନ ସକାଳେ ଖାଲି ପେଟରେ ଖଣ୍ଡେ ଅଦା ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।
  • ନୂଆ କପଡାକୁ ପ୍ରଥମେ ଧୋଇ ତାହା ପରେ ପିନ୍ଧନ୍ତୁ । ଏହା ଦ୍ୱାରା ଚର୍ମରୋଗରୁ ମୁକ୍ତି ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More