Only for Entertainment

ଚୁଟକୀରେ ଓଜନ କମ କରିବା ପାଇଁ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ଜିନିଷ ।

punjab kesari
59

ଓଜନ ବଢିବା ଆଜିର ଦିନରେ ଏକ ବଡ଼ ସମସ୍ୟା । ଓଜନ କମ କରି ସ୍ଲିମ ରହିବାକୁ ସମସ୍ତେ ନସନ୍ଦ କରୁଛନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ଡାଇଟ ମଧ୍ୟ କରୁଛନ୍ତି । କିଏ ଜିମ ଯାଉଛି ତ କିଏ ଯୋଗ କରୁଛି । ତେବେ କେହି କେହି ଡାଇଟରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମିଲ କରନ୍ତି । ତେବେ ଏଳଭି କିଛି ଖାଦ୍ୟ ରହିଛି ଯାହାକୁ ସକାଳ ଜଳଖିଆରେ ସାମିଲ କରିବା ଦ୍ୱାରା ଚୁଟକୀରେ ଓଜନ କମ ହୋଇଥାଏ ।

ସକାଳ ଜଳଖିଆରେ ଦଲିୟା ସାମିଲ କରନ୍ତୁ । ଏହା ଠାରୁ ଭଲ ଫଳାଫଳା କୌଣସି ଖାଦ୍ୟ ଠାରୁ ମିଳିନଥାଏ । ଏହାକୁ ଖାଇଲେ ଲମ୍ବା ସମୟ ଧରି ପେଟ ପୂର୍ଣ୍ଣ ରହିଥାଏ ଯାହା ଦ୍ୱାରା ବାରମ୍ବାର ଭୋକ ହୋଇଥାଏ । ଏହା ଫ୍ୟାଟବର୍ଣ୍ଣ କରିଥାଏ ।

ଡାଲି ଜାତୀୟ ଜିନିଷକୁ ଖାଦ୍ୟରେ ସାମିଲ କରନ୍ତୁ । ଏହା ଦ୍ୱାରା ସହଜରେ ଚର୍ବି କମ ହୋଇଥାଏ ।

ମିନେରାଲ୍ସ,କ୍ୟାଲସିୟମ ଏବଂ ଭିଟାମିନରେ ଭରପୂର ଦୁଗ୍ଧକୁ ସକାଳ ଜଳଖିଆରେ ସାମିଲ କରନ୍ତୁ । ଆପଣ ମିଲ୍କ ବାନାନା ସେକ,ମିଲ୍କ ପପାୟା ସେକ ଏବଂ କର୍ଣ୍ଣଫ୍ଲେକ୍ସ ସାମିଲ କରିପାରିବେ ।

କଦଳୀ, ଚୁଡ଼ା ଏବଂ ଅଣ୍ଡାକୁ ମଧ୍ୟ ଜଳଖିଆରେ ସାମିଲ କରନ୍ତୁ । କଦଳୀ ଲୋ କ୍ୟାଲୋରୀ ଫୁଡ ହୋଇଥିବାରୁ ଓଜନ କମ କରବିାରେ ସହାୟକ ହୋଇଥାଏ । ପ୍ରତିଦିନ ଜଳଖିଆରେ ୧ଟି ଅଣ୍ଡା ଖାଇବା ଖୁବ ଲାଭଦାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More