Only for Entertainment

କଂଗ୍ରେସ ଡାକିଲା ଭାରତ ବନ୍ଦ, ଲୋକେ ନାରା ଲଗାଇଲେ ରାହୁଲ ଗାନ୍ଧୀକୁ ହଟାଓ, ଭିଡିଓ ଦେଖି ଆପଣ ନିଜ ହସକୁ ରୋକି ପାରିବେ ନାହିଁ !

firstpost
0 61

ଡିଜେଲ ଏବଂ ପେଟ୍ରୋଲ ଦର ହୁ ହୁ ହୋଇ ବଢୁଥିବା କାରଣରୁ କଂଗ୍ରେସ ଆଜି ସାରା ଭାରତରେ ବନ୍ଦ ଡାକରା ଡାକିଥିଲା । ଯାହା ସଫଳ ପୂର୍ବକ ଭାବେ ହେଉଥିଲା ବେଳେ, କିଛି ସ୍ଥାନରେ ଏଭଳି କିଛି ବ୍ୟକ୍ତ ନିଶାଶକ୍ତ ହୋଇ ବନ୍ଦ ଡାକରା ଡାକିଥିଲେ , ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଆପଣ ନ ହସି ନିଜକୁ ରୋକି ପାରିବେ ନାହିଁ ।

ଏହି ଭିଡିଓରେ କିଛି ବ୍ୟକ୍ତି ନାରା ଲଗାଉଛନ୍ତି ଏବଂ ଏହି ସମୟରେ କେହି ଜଣେ ବ୍ୟକ୍ତି ଭୂଲରେ କହି ପକାଇଛି ରାହୁଲ ଗାନ୍ଧୀକୁ ହଟାଅ, ଯାହା ଶୁଣି ନିକଟରେ ଥିବା ଲୋକ ନାରା ଦେବା ବନ୍ଦ କରି ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More