Only for Entertainment

ଜାଣନ୍ତୁ ଆଜିର ରାଶିଫଳ

94

ମେଷ: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ମିତ୍ରଙ୍କ ଠାରୁ ସହଯୋଗ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: କାଳୀ।

 

ବୃଷ: ଦିନଟି ଶୁଭଙ୍କର। ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ଆଶା। ଶୁଭରଙ୍ଗ: ଧଳା। ଆରାଧନା: ଶିବ।

 

 

ମିଥୁନ: ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ସୁଯୋଗ ମିଳିବ। କୌଣସି ଭଲ କାମ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ଦୁର୍ଗା।

 

କର୍କଟ: କାମ ପାଇଁ ପ୍ରଶ˚ସିତ ହେବେ। ଦୂର ଯାତ୍ରା‌। ଖୁସିରେ ଅଧିକ ଖର୍ଚ୍ଚ କରିପାରନ୍ତି। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ସମଲେଶ୍ବରୀ।

 

 

ସି˚ହ: ସମାଜରେ ମାନ-ସମ୍ମାନ ବଢ଼ିବ। ବୈବାହିକ ଜୀବନ ସୁଖକର। ସ୍ବାଦିଷ୍ଠ ଖାଦ୍ୟ ଭୋଜନ। ଶୁଭରଙ୍ଗ: ଧଳା। ଆରାଧନା: ବିରଜା।

 

କନ୍ୟା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଜଗନ୍ନାଥ।

 

ତୁଳା: ଖୁସି ଖବର ଆସିପାରେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଭୈରବୀ।

 

 

ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ। ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସମଲେଶ୍ବରୀ।

 

ଧନୁ: ନିଜ ବୃତ୍ତିରେ ସଫଳତା ମିଳିବ ଓ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶୁଭରଙ୍ଗ: ଧଳା। ଆରାଧନା: ଅମ୍ବିକା।

 

ମକର: ବ୍ୟକ୍ତିଗତ କାର୍ଯ୍ୟରେ ସମସ୍ୟା ଉପୁଜିପାରେ। ଅନ୍ୟ ସହିତ କଥା କହିବା ବେଳେ ଏବଂ ଯାତାୟାତବେଳେ ସତର୍କ ରହନ୍ତୁ। ଶୁଭରଙ୍ଗ: ଇଷତ୍ ହଳଦିଆ। ଆରାଧନା: ମହାଦେବ।

 

 

କୁମ୍ଭ: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପରିବାରବର୍ଗଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ଶାରଳା।

 

ମୀନ: ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟିର ଦିନଟିଏ। ରାଜନୀତିରେ ସଫଳତା ମିଳିପାରେ। ଜୀବନସାଥୀଙ୍କ ସହ ମନ ମିଶିବ। ଶୁଭରଙ୍ଗ: ଗାଢ଼ ଲାଲ। ଆରାଧନା: ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More