Only for Entertainment

ଜାଣନ୍ତୁ ଆଜିର ରାଶିଫଳ

102

ମେଷ: ଭାବିଥିବା କୌଣସି ଜରୁରୀ କାମ ପୂରା ହେବ। ବ୍ୟବସାୟୀଙ୍କୁ ଲାଭ ମିଳିପାରେ। ଛାତ୍ରଛାତ୍ରୀ ପରିଶ୍ରମର ଫଳ ପାଇବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

 

ବୃଷ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଇଷତ୍ ହଳଦିଆ। ଶୁଭସ˚ଖ୍ୟା: ୬।

 

 

ମିଥୁନ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ। ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଦାୟିତ୍ବ ମିଳିବ। ଘରକୁ ମିତ୍ରଙ୍କ ଆଗମନ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

 

କର୍କଟ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ରହିଛି। ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ସି˚ହ: ଜୀବନରେ ନୂଆ ପରିବର୍ତ୍ତନ ହେବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮।

 

କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

ତୁଳା: ସକାରାତ୍ମକ ଭାବନା ବଜାୟ ରଖନ୍ତୁ। କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିଁ। ନୂଆ କାମ କରିବା ପୂର୍ବରୁ ମାତା-ପିତାଙ୍କ ଅନୁମତି ନିଅନ୍ତୁ। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା: ୨।

 

ବିଛା: ବରିଷ୍ଠ ଓକିଲଙ୍କ ସହିତ କୌଣସି ମାମଲା ନେଇ ଆଲୋଚନା କରିବେ। ସବୁ କାମ ସମୟରେ ପୂରା ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

 

ମକର: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ଶକ୍ତିକୁ ଭଲ କାମରେ ଲଗାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମଳିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

 

 

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖଟା ମିଠା ରହିବ। ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହି ପାରନ୍ତି। ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ କରିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୪।

 

ମୀନ: ଆପଣଙ୍କ ଲାଗି ବଢ଼ିଆ ଦିନଟିଏ। ନିଜ ବ୍ୟବହାରରେ ଆପଣ ଲୋକଙ୍କ ମନ ଜିଣି ନେବେ। ଛାତ୍ରମାନଙ୍କର ବୃଦ୍ଧି ହେଉଥିବା ଆତ୍ମବିଶ୍ବାସ କାମରେ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More