Only for Entertainment

ଜାଣନ୍ତୁ ଆଜିର ରାଶିଫଳ

33

ମେଷ: ପରିବାରବର୍ଗଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆମଦାନିରେ ଅଚାନକ ବୃଦ୍ଧି ଘଟିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

 

ବୃଷ: କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୯।

 

 

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କର ବୈବାହିକ ଜୀବନ ସରସ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

 

କର୍କଟ: ଆପଣଙ୍କ ଉତ୍ସାହର ସ୍ତର ବୃଦ୍ଧି ହେବ। ନେତୃତ୍ବ ନେବାର କ୍ଷମତା ରଙ୍ଗ ଆଣିବ। ବ୍ୟବସାୟ‌େର ବଡ଼ କାରବାର ଲାଗି ସ୍ବାକ୍ଷର କରିବେ। ଚାକିରିଜୀବୀଙ୍କର ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ସି˚ହ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ସ˚ପର୍କୀୟମାନଙ୍କର ଘରକୁ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ନାରଙ୍ଗୀ। ଶୁଭସ˚ଖ୍ୟା: ୫।

 

କନ୍ୟା: ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୩।

 

ତୁଳା: ବେପାର ବୃତ୍ତି ସ˚କ୍ରାନ୍ତରେ ପରିସ୍ଥିତି ଅନୁକୂଳ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଓ ତାଳମେଳ ବଜାୟ ରହିବ। ଛାତ୍ରଙ୍କୁ ଉତ୍ତମ ଅବସର ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

ବିଛା: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବରିଷ୍ଠ ଆପଣଙ୍କ କାମକୁ ନେଇ ଖୁସି ରହିବେ। ସୁସମ୍ବାଦ ପାଇବେ। ପ୍ରିୟ ବନ୍ଧୁଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

 

ଧନୁ: ମନ ଶାନ୍ତ ରହିବ। ପରିବାର ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ବ୍ୟବସାୟର ପରିଧି ବଢ଼ିବ। ଆପଣ କୌଣସି ସ˚ସ୍ଥାରେ ସମ୍ମାନିତ ହୋଇ ପାରନ୍ତି। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

 

ମକର: କୌଣସି କଥାକୁ ନେଇ ଆପଣ ଚିନ୍ତାଗ୍ରସ୍ତ ରହିବେ। କୌଣସି କାମ ସ˚ପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ମାଜେଣ୍ତା। ଶୁଭସ˚ଖ୍ୟା: ୩।

 

 

କୁମ୍ଭ: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଚାକିରି ପାଇଁ ଭଲ ପେକେଜ୍‌ ମିଳିବ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସରସ ହେବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।

 

ମୀନ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବରିଷ୍ଠ ଓକିଲଙ୍କ ସହିତ ଆପଣଙ୍କ ବିବାଦ ସମ୍ବନ୍ଧରେ ପରାମର୍ଶ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More