Only for Entertainment

ଜାଣନ୍ତୁ ଆଜିର ରାଶିଫଳ

26

ମେଷ: ମନରେ ନୂଆ ବିଚାର ଆସିବ। ଅଫିସ କାମକୁ ମନଯୋଗ ସହକାରେ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

 

ବୃଷ: ଭାବିଥିବା କାମ ସହଜରେ ପୂରା ହୋଇଯିବ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

 

ମିଥୁନ: କାମରେ ଉନ୍ନତି ପ୍ରଦର୍ଶନ କରିବେ। ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। ବିଦେଶ ଯାତ୍ରାର ଯୋଗ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

 

କର୍କଟ: ବନ୍ଧୁଙ୍କ ଦୁଃଖକଷ୍ଟ ଲାଘବରେ ସହାୟତା କରିବେ। ନିଜ ବୃତ୍ତିରେ ଭଲ ସୁଯୋଗ ଆସିବ। ବିଶେଷ କାମରେ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

ସି˚ହ: ଜୀବିକା ଲାଗି ନୂଆ ସୁଯୋଗ ମିଳିବ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ନୂଆ ବ୍ୟବସାୟରେ ପୁଞ୍ଜିନିବେଶ କଲେ ଫାଇଦା ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୭।

 

କନ୍ୟା: ବ୍ୟବସାୟଜନିତ ଦୂର ଯାତ୍ରା। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହ ସଂପର୍କରେ ନୂତନତ୍ବ ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

 

ତୁଳା: ଦିନଯାକ ବ୍ୟସ୍ତ ରହିବେ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

 

ବିଛା: ସାରା ଦିନ ଭଲରେ କଟିବ। ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

 

ଧନୁ: ଭାବିଥିବା କାମ ବିନା ବାଧାବିଘ୍ନରେ ପୂରା ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସୁସମ୍ବାଦ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

ମକର: ଅନ୍ୟଠାରୁ ସହଯୋଗ ମିଳିପାରେ। ବ୍ୟବସାୟରେ ବାଧା ଉପୁଜିବନାହିଁ। ପ୍ରେମ ପ୍ରସଙ୍ଗରେ ସବୁ ଭଲ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

 

କୁମ୍ଭ: ଠିକ୍ ନିଷ୍ପତ୍ତି ନେବେ। ପରିଶ୍ରମ‌ର ଫଳପ୍ରାପ୍ତି। ବ୍ୟବସାୟିକ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

 

ମୀନ: ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ଘରକୁ ସ˚ପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More