Only for Entertainment

ଜାଣନ୍ତୁ ଆଜିର ରାଶିଫଳ

31

ମେଷ: କୌଣସି ଜିନିଷର ଅଭାବ ଅନୁଭବ କରିପାରନ୍ତି। ମନ୍ଥର ଗତିରେ କାମ ପୂରା ହେବ। ଅଫିସରେ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୮।

 

ବୃଷ: ମନୋବଳ ଦୃଢ଼ରହିବ। କାର୍ଯ୍ୟରେ ସଫଳ ହେବେ। ନିଜ କଥା ଅନ୍ୟକୁ କହିବେ। ସୁସମ୍ବାଦ ମିଳିବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୫।

 

 

ମିଥୁନ: ସୁରୁଖୁରୁରେ କାର୍ଯ୍ୟ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍-ଆଲୋଚନା। ପ୍ରେମ ସ˚ପର୍କ ନିବିଡ଼। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

 

କର୍କଟ: ଦୂର ଯାତ୍ରା ଯୋଗ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ଯାଇପାରେ। ବ୍ୟବସାୟରେ ସଫଳତା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

 

ସି˚ହ: ମାଆଙ୍କ ସ୍ନେହ ବରଦାନ ସାବ୍ୟସ୍ତ ହେବ। ଆମଦାନିରେ ବୃଦ୍ଧି। ପୁରୁଣା ମିତ୍ରଙ୍କ ସହିତ ଭେଟ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

 

କନ୍ୟା: ଦିଅଁ ଦର୍ଶନ କରନ୍ତୁ, କାମରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

 

ତୁଳା: ଅଫିସରେ ବଡ଼ କାମର ଦାୟିତ୍ବ ମିଳିପାରେ। ସାମର୍ଥ୍ୟ ଅନୁସାରେ କାମ କରିବା ସହଜ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳାଫଳ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ବିଛା: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ରାଜନୀତିକ ମାମଲାରେ ନୂଆ ଦାୟିତ୍ବ ମିଳିବ। ଧନପ୍ରାପ୍ତି ଯୋଗ। ପ୍ରେମରେ ସଫଳତା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

 

ଧନୁ: ବ୍ୟାବସାୟିକ କାମରେ ଦୂର ଯାତ୍ରା। ଆର୍ଥିକ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ବନ୍ଧୁଙ୍କ ସହ ଉତ୍ତମ ସଂପର୍କ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

ମକର: ସମାଜରେ ଲୋକଙ୍କ ସହିତ ଭଲ ତାଳମେଳ ରହିବ। ପୁଞ୍ଜି ବଜାରରେ ନିବେଶ କରୁଥିଲେ ଅଭିଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

 

କୁମ୍ଭ: ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭର ସୁଯୋଗ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

 

ମୀନ: ଦିନଟି ଶୁଭ। ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More