Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
27

ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ଯ୍ୟ କ୍ଷମତାର ବୃଦ୍ଧି ହେବ। କାମ ପାଇଁ ଅଫିସରେ ପ୍ରଶ˚ସିତ ହେ‌େବ। ବ୍ୟବସାୟରେ ଲାଭ ମିଳିବ।

ବୃଷ: କୌଣସି କଥା ବୁଝିବାରେ ଭୁଲ୍‌ ହୋଇପାରେ। ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ: ବୁଦ୍ଧିମତ୍ତାର ସହ ଅନେକ କାର୍ଯ୍ୟ ହାସଲ କରିନେବେ‌। ଅଫିସରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସ୍ନେହସୁହାଗ ମିଳିବ।

କର୍କଟ: ନିଜକୁ ସଠିକ୍‌ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ସ୍ଥଗିତ କାମ ଠିକ୍ ସମୟରେ ପୂରା ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ସି˚ହ: ମନ ପ୍ରସନ୍ନ ରହିବ। କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଅର୍ଥ ମାମଲାରେ ଚିନ୍ତା ସମାପ୍ତ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ।

କନ୍ୟା: ଆପଣଙ୍କ ସହ ସବୁକିଛି ଭଲ ହେବ। ନୂଆ କାମ ଆରମ୍ଭ କରିପାରନ୍ତିି। ଛାତ୍ରଙ୍କ ସମସ୍ୟା ଦଳବଦ୍ଧ ଅଧୢୟନରେ ସମାଧାନ ହେବ।

ତୁଳା: ଭାଇ ଭଉଣୀଙ୍କ ସହିତ ମିଳିତ ହୋଇ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସରେ ବରିଷ୍ଠମାନେ କାମର ପ୍ରଶ˚ସା କରିବେ।

ବିଛା: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ଧନୁ: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିରହିବ। ମିତ୍ରଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି।

ମକର: ଆଳସ୍ୟ ଜରୁରୀ କାମ ଅଧୁରା ରହିପାରେ। ଅର୍ଥ ସହିତ ସ˚ଶ୍ଳିଷ୍ଟ ମାମଲାରେ ହଇରାଣ ହୋଇପାରନ୍ତି। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

କୁମ୍ଭ: କିଛି ଉତ୍ତମ ସୁଯୋଗ ମିଳିପାରେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ।

ମୀନ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ। ମନୋର˚ଜନ କାର୍ଯ୍ୟରେ ସାମିଲ ହୋଇପାରନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More