Only for Entertainment

ହଲିଉଡ ରିଲିଜ: ଆକ୍ସନ ଏବଂ ଆଡଭେଞ୍ଚର ଫିଲ୍ମ ‘ରାମ୍ପେଜ’

Forbes
0 58

ହଲିଉଡରେ ଆଦି ରିଲିଜ ହେଉଛି ଆକ୍ସନ ଏବଂ ଆଡଭେଞ୍ଚର ଫିଲ୍ମ ‘ରାମ୍ପେଜ’ । ଆକ୍ସନରେ ଭରପୁର ଏହି ଫିଲ୍ମକୁ ଇଂଗ୍ରାଜୀ ଏବଂ ହିନ୍ଦୀ ବ୍ୟତିତ ତାମିଲ ଏବଂ ତେଲଗୁ ହର୍ଶକ ମଧ୍ୟ ଦେଖିପାରିବେ । ଫିଲ୍ମର କାହାଣୀ ଏକ ଗରିଲା, ଏକ କମ୍ଭୀର ଏବଂ ଏକ କୋକିଶିଆଳି ଉପରେ ଆଧାରିତ । ଏହି ତିନି ଜଣ ମିଶି ସହରରେ ଆତଙ୍କ ଖେଳାଇଥାନ୍ତି । ଏବଂ ଏମାନଙ୍କୁ ଜଣେ ରଖିପାରିବ ସେ ହେଉଛନ୍ତି ଡେଭିଜ ଓକୋୟ ।

ଫିଲ୍ମରେ ଡେଭିଡ ଚରିତ୍ରରେ ଅଭିନୟ କରୁଛନ୍ତି ପ୍ରସିଦ୍ଧ ହଲିଉଡ କଳାକାର ଡୱେନ ଜନସନ । ଜନସନଙ୍କ ବ୍ୟତିତ ଫିଲ୍ମରେ ନାଓମି ହାରିସ ଏବଂ ମାଲିନ ଆକରମ୍ୟାନ ପ୍ରମୁଖ ନଜର ଆସିବେ ।

ଦେଖନ୍ତୁ ଟ୍ରେଲର…

ତେବେ ଦେଖିବାକୁ ବାକି ରହିଲା ଦର୍ଶକ ଏହାକୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More