Only for Entertainment

ଏ ସପ୍ତାହ କିପରି କଟିବ

youtube
0 48

ମେଷ: ରବି ଓ ସୋମବାର: ଊର୍ଜାର ସ୍ତର ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କୌଣସି କାମରୁ ଯଥେଷ୍ଟ ଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କୁ ମନର କଥା କହିବେ। ଶନିବାର: ଆୟ ବୃଦ୍ଧି ହେବ।

ବୃଷ: ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ୟ୍ୟରେ ବ୍ୟସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ଲକ୍ଷ୍ୟ ହାସଲ କରିବା ସହଜ ହେବ। ଶନିବାର: ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ହେବ।

ମିଥୁନ: ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଆମଦାନି ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଚାକିରି ଲାଗି ସମୟ ଅନୁକୂଳ। ଶନିବାର: ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ।

କର୍କଟ: ରବି ଓ ସୋମବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଙ୍ଗଳ ଓ ବୁଧବାର: ଉନ୍ନତିର ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ଅଚାନକ ଧନଲାଭ ହେବ।

ସିଂହ: ରବି ଓ ସୋମବାର: ଚାକିରିରେ ଦାୟିତ୍ଵ ବଢ଼ିବ। ମଙ୍ଗଳ ଓ ବୁଧବାର: ପରିବାର ସହିତ ଅଧିକ ସମୟ କଟିବ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

କନ୍ୟା:ରବି ଓ ସୋମବାର: ମହତ୍ତ୍ୱାକାଂକ୍ଷାକୁ ବଳ ମିଳିବ। ମଙ୍ଗଳ ଓ ବୁଧବାର: ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଶନିବାର: ପ୍ରେମରେ ସଫଳତା ମିଳିବ।

ତୁଳା: ରବି ଓ ସୋମବାର: ଚାକିରି ବୃତ୍ତିରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: କାରବାର ବୃଦ୍ଧି ଲାଗି ସମୟ ଶୁଭ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ବିଛା: ରବି ଓ ସୋମବାର: ଅଫିସ୍‌ରେ ସାବଧାନ ରହିବା ଆବଶ୍ୟକ। ମଙ୍ଗଳ ଓ ବୁଧବାର: ନାମ ଓ ଯଶ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଧନଲାଭ ହେବ।

ଧନୁ: ରବି ଓ ସୋମବାର: ଅଫିସ୍‌ରେ ସାବଧାନ ରହିବା ଆବଶ୍ୟକ। ମଙ୍ଗଳ ଓ ବୁଧବାର: ନାମ ଓ ଯଶ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଧନଲାଭ ହେବ।

ମକର: ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: କାର୍ୟ୍ୟ କ୍ଷେତ୍ରରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: କାମ ପ୍ରତି ଉତ୍ସାହ ବଢ଼ିବ। ଶନିବାର: ମନ ଅଶାନ୍ତି ମୁକ୍ତ ରହିବ।

କୁମ୍ଭ: ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: କାର୍ୟ୍ୟରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଯୌଥ ବ୍ୟବସାୟରେ ଲାଭ ହେବ। ଶନିବାର: ପ୍ରଗତିରେ ଅବରୋଧ।

ମୀନ: ରବି ଓ ସୋମବାର: ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭର ନଜର ଆସିବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: ଉପହାର ପାଇ ଖୁସି ହେବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More