Only for Entertainment

ଏହି ପରିବାକୁ ଫ୍ରାଏ କରିବା ଦ୍ୱାରା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।

Medium
25

ଟମାଟୋରେ ସାଧାରଣତଃ ପୌଷ୍ଟିକ୍‌ ତତ୍ତ୍ୱ ଭରପୁର ମାତ୍ରାର ରହିଥାଏ, ଯାହାକି ବ୍ୟକ୍ତିର ଶରୀରରେ ପ୍ରୋଟେଷ୍ଟ୍‍ କ୍ୟାନ୍‌ସର୍‌ର କୋଷିକାକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହାବ୍ୟତୀତ ଟମାଟୋରରେ ରହିଥିବା କୈରୋଟିନୟଡ୍‌ ନାମକ ତତ୍ତ୍ୱ ମଧ୍ୟ ବ୍ୟକ୍ତିକୁ ଟ୍ୟୁମର୍‌ ଜନିତ ସମସ୍ୟାରୁ ରୋକିବାରେ ବିଶେଷ ସହାୟକ ହୋଇଥାଏ।ତେବେ ଏଥିରେ ରହିଥିବା ଲାଇକୋପିନ୍‌ ନାମକ ରସାୟନ ବି କ୍ୟାନସର୍‌ ସହ ଲଢ଼ିବାରେ ସହାୟକ ହୋଇଥାଏ। ତେଣୁ ନିୟମିତ ରୂପରେ ଟମାଟୋରର ସେବନ ବ୍ୟକ୍ତିଠାରେ ୬୦ ପ୍ରତିଶତ କ୍ୟାନସର୍‌ ସମସ୍ୟାକୁ କମ୍‌ କରିଥାଏ ବୋଲି ଏହି ଗବେଷଣାରେ କୁହାଯାଇଛି।

ଯାହାକୁ ନେଇ ଏହା ମଧ୍ୟ କୁହାଯାଇଛି ଯେ ,ଅନ୍ୟ ଖାଦ୍ୟ ପଦାର୍ଥକୁ ଆମେ ଯେତେବେଳେ ଫ୍ରାଏ କରିଥାଉ ସେଥିମଧ୍ୟରୁ ସାଧାରଣତଃ ପୋଷକ ତତ୍ତ୍ୱ କମ୍‌ ହୋଇଯାଇଥାଏ। ହେଲେ ଟାମାଟୋର ହେଉଛି ଏପରି ଏକ ପରିବା ଅଟେ,ଯାହାକୁ କି ଫ୍ରାଏ କରିବା ପରେ ବି ଏଥିରୁ ପୋଷକତତ୍ତ୍ୱ ପୂର୍ବାବସ୍ଥା ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More