Only for Entertainment

ଇଂଷ୍ଟାଗ୍ରାମ କପଲଙ୍କ ‘Dangerous Kiss’, ଲୋକେ ଦେଲେ ଏପରି ରିଆକ୍ସନ

ndtv
126

ଆମେରିକାର ପପୁଲାର ଇଂଷ୍ଟାଗ୍ରାମ କପଲ କେଲୀ କୈସିଲ ଏବଂ କୋଡି ୱର୍କମ୍ୟାନ ଏପରି ଏକ ଫଟୋ ଇଂଷ୍ଟାଗ୍ରାମରେ ସେ ୟାର କରିଛନ୍ତି ଯାହାକୁ ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଲୋକେ ଦୁହିଁଙ୍କ ଫଟୋକୁ ସବୁଠାରୁ ବିପଦଜନକ ଏବଂ ମୁର୍ଖତା ବୋଲି କହୁଛନ୍ତି ।

ଅସଲରେ ଏହି କପଲ ମଙ୍ଗଳବାର ଏକ ଫଟୋ ସେ ୟାର କରିଥିଲେ । ଏହି ଫଟୋରେ କପଲ ପରସ୍ପରକୁ ପୁଲରେ କିସ କରୁଥିବାର ନଜର ଆସିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, କେଲୀ ପୁଲର ବାଉଣ୍ଡରୀରେ ଲଟକିଛନ୍ତି । ଏବଂ କୋଡି ପୁଲରେ ଥାଇ ତାଙ୍କୁ କିସ କରୁଛନ୍ତି । ଖବର ଅନୁସାରେ ଦୁହେଁ ଏହି ଫଟୋକୁ କୟୋନ ଜଙ୍ଗଲ ରିସର୍ଟରେ ଉଠାଇଛନ୍ତି ।

 

 

View this post on Instagram

 

?? Our greatest strength in life, our most important principle, is discernment. Only you can know your body, feel the space around you and understand your capabilities. We would all do well to remember this, knowing that not every action, style or path we witness through others is or should be, replicated. At the end of the day we are to hold ourselves accountable for the decisions that we make. ※ ?? La mejor fortaleza en la vida, el moral más importante, es discernimiento. Solo puedes entender tu cuerpo, sentir el espacio que te rodea y comprender tus capacidades. Haríamos bien en recorder este, sabiendo que no toda acción, estilo o camino que presenciamos por otros es o debe ser, replicado. Al final del dia, somos responsables de las decisiones que hacemos. ※ Thank you @kayonjungleresort for an unforgettable experience! ※ ※ #balitravel #couplesgoals #ilovetravel #bestplaces #baligasm #ubud #balitravel #novios #junglelife #viajeros #wetravel #travelinspo #adventurous #indonesiaparadise #speechlessplaces #infinitypool #welltraveled #earthpix #baliholiday

A post shared by Kelly + Kody ⚤?? (@positravelty) on

ସୋସିଆଲ ମିଡିଆରେ ଦୁହେଁ ଏହି ଫଟୋ ସେୟାର କରିବା ପରେ ଫଟୋକୁ ନେଇକୁ ଆଲୋଚନା ହେବାରେ ଲାଗିଛି । ଲୋକେ ଦୁହିଁଙ୍କୁ ବେପରୁଆ କହିବା ସହିତ କିପରି ଫଟୋ ପାଇଁ ଜଣଙ୍କ ଜୀବନକୁ ବାଜି ଲଗାଇ ଦଉଛ ବୋଲି ପ୍ରଶ୍ନ କରିଛନ୍ତି ।

 

 

View this post on Instagram

 

Seize the day with a beautiful view from our amazing pool. Thank you @la_la_la_lara for having a good time with us? #trulyubud ••••• Get special rate through our website with our promo code : TKJRIG18 thekayonjungleresort.com Resort for Adult Only ••••• The Kayon Jungle Resort Member of @pramanahotels Managed by @pramanaexperience ••• #trulykayon #kayonubud #kayonresort #kepiturestaurant #pramanahotels #natureview #naturelover #wonderfulindonesia #bestdestinationwedding #honeymoon #romantichotel #explorebali #bali #visitbali #thebaliguideline #balidaily #baligasm #balilife #ubud #thebalibible #balibible #lovetotravel #traveltheworld #wonderfulhotel

A post shared by The Kayon Jungle Resort (@kayonjungleresort) on

ଏକ ନ୍ୟୁଜ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ କପଲ କହିଛନ୍ତି ଯେ , ବାସ୍ତବରେ ଆମେ ଦୁଇଟି କାରଣ ପାଇଁ ସୁରକ୍ଷିତ ଥିଲୁ । ପ୍ରଥମଟି ହେଉଛି ତଳେ ଆଉ ଏକ ପୁଲ ଥିଲା ଯାହାକୁ ଆମେ କ୍ରପ କରି ଫଟୋ ଦେଇଥିଲୁ । ଏବଂ ଦିତୀୟଟି ଆମେ ଫଟୋ ଉଠାଇବା ପାଇଁ ଖୁବ ଭାବିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଫଟୋ ଉଠାଇଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More