Only for Entertainment

ବୟଫ୍ରେଣ୍ଡଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ତ୍ରିଶାଲା ଦତ୍ତ , ଶେୟାର କଲେ ଇମୋସନାଲ ପୋଷ୍ଟ !

96

ସଂଜୟ ଦତ୍ତଙ୍କ ଝିଅ ତ୍ରିଶାଲା ଦତ୍ତ ନିଜ ଇଟାଲିଅନ ବୟଫ୍ରେଣ୍ଡଙ୍କ ସହ ରିଲେସନସିପରେ ଥିଲେ । ମଙ୍ଗଳବାର ଅର୍ଥାତ ୨ଜୁଲାଇରେ ତାଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି । ଅଚାନକ ଏଭଳି ହୋଇଥିବାରୁ ତ୍ରିଶାଲା ଭାଙ୍ଗି ପଡିଛନ୍ତି । ସେ ଦୁଃଖ ମନରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ନିକଟରେ ତ୍ରାଶାଲାଙ୍କ ମୃତ ବୟଫ୍ରେଣ୍ଡଙ୍କ ବିଷୟରେ ଅନ୍ୟ କିଛି ଖବର ସାମ୍ନାକୁ ଆସିନାହିଁ । ଏହାପୂର୍ବରୁ ଏହି ଯୋଡି ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତ୍ରିଶାଲା ନିଜ ବୟଫ୍ରେଣ୍ଡଙ୍କ ବିଷୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ କେବେ ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ଲେଖିନଥିଲେ କିନ୍ତୁ କହିଥିଲେ ଯେ ସେ ଜଣେ ଇଟାଲିୟନ ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More