Only for Entertainment

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ‘ତୁ ହଲିଗଲେ ହଲିଯାଏ ଆମେରିକା’

instagram
24

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ଗୀତ ‘ତୁ ହଲି ଗଲେ ହଲିଯାଏ ଆମେରିକା’ । ଯେଉଁଥିରେ ନଜର ଆସିବେ କୋରିଓଗ୍ରାଫର ଅନୁପମ । ଅନୁପମଙ୍କ ସହିତ ଗୀତରେ ଅମ୍ରିତାଙ୍କୁ ଦେଖିବାକୁ ମିଳିବ । ତେବେ ଗୀତରେ ମନଛୁଆଁ ଶବ୍ଦ ସହିତ ର‌୍ୟାପ ର ଯାଦୁ ନଜର ଆସିଛି । ଏହାର କିଛି ପ୍ରମୋ ଭିଡ଼ିଓ ସାମ୍ନାକୁ ଆସିବା ବେଳେ ଖୁବଶୀଘ୍ର ସଂପୂର୍ଣ୍ଣ ଗୀତଟି ରିଲିଜ ହେବାକୁ ଯାଉଛି । ଏହା ଆଜିର ଯୁବପିଢୀଙ୍କୁ ଖୁବ ଆକର୍ଷିତ କରିପାରେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More