Only for Entertainment

ରିଲିଜ ହେଲା ନୂଆ ରୋମାଂଟିକ ଗୀତ ‘ତୁ ମେଘ ହେଇ ଯା’ , ଦେଖିବାକୁ ମିଳିଲା ଶୈଳେନ୍ଦ୍ରଙ୍କ ରୋମାଂଟିକ ଅନ୍ଦାଜ ।

78

ସାରେଗାମା କ୍ରିଏସନ ପ୍ରସ୍ତୁତ ରୋମାଟିଂକ ଗୀତ ‘ତୁ ମେଘ ହେଇ ଯା’ ରିଲିଜ । ଏହି ଗୀତରେ ୟଙ୍ଗ ସେନସେଶନ ଶୈଳେନ୍ଦ୍ର ଏବଂ ଡ୍ରାସ୍ଟିକ ରାନୀଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଗୀତକୁ ଗାଇଛନ୍ତି ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର । ଗୀତକୁ ଶୁଣିଲେ ଆପଣଙ୍କୁ କଲେଜ ଦିନର ଅନୂଭୁତି ମନେ ପଡିଯିବ । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବାଶିଷ ପଣ୍ଡା ଏବଂ ଭିଡିଓରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜା ଡି । ଦେଖନ୍ତୁ ଏହି ଜବରଦସ୍ତ ଗୀତ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More