Only for Entertainment

ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ରିଲିଜ ହେଲା ‘ତୁ ମୋ ସୁନା ଚଢେଇ’ ।

facebook
51

ମେଲୋଡିୟସ ମ୍ୟୁଜିକରେ ପୁଣି ଝୁମିବେ ଶ୍ରୋତା । ଆସିଛି ଜ୍ୟୋତି ଓ ଏଲସାଙ୍କ ରିମଝିମ ରୋମାନ୍ସ ସହ ମନଛୁଆଁ ଗୀତ ତୁ ମୋ ସୁନା ଚଢେଇ । ଅପକମିଂ ଓଡିଆ ଫିଲ୍ମ ତୁ ମୋ ସୁନା ଚଢେଇର ଏହି ଟାଈଟେଲ ଗୀତ ୟୁଟ୍ୟୁବରେ ରିଲିଜ ହୋଇଛି । ଏହି ନୂଆ ସ୍ୱାଦର ଗୀତକୁ ଶ୍ରୋତାମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି ।

ଓଲିଉଡର ଲୋକପ୍ରିୟ ସିଙ୍ଗର ଯୋଡି ହ୍ୟୁମାନ ସାଗର ଓ ଅସୀମା ପଣ୍ଡାଙ୍କ ଆୱାଜ ରହିଛି ଏହି ରୋମାଟିଂକ ଗୀତ ।ଅରୁଣମନ୍ତ୍ରୀଙ୍କ ଗୀତକୁ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ମୋଟ ୬ଟି ଗୀତ ରହିଛି । ଅନ୍ୟକିଛି ଗୀତକୁ ଡକ୍ଟର ନିର୍ମଳ ନାୟକ ଓ ପଂଚାନନ କାନୁନଗୋ ଲେଖିଥିବାବେଳେ ଥିବାବେଳେ ବାପୁ ଗୋସ୍ୱାମୀଙ୍କ ସଂଗୀତ ନିର୍ଦ୍ଦେଶନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More