Only for Entertainment

ବିବାହରେ ଚାର ଚାନ୍ଦ ଲଗାଇବ ତୁଲସୀ କୁମାରଙ୍କ ଏହି ୱେଡିଂ ସଙ୍ଗ, ଦେଖନ୍ତୁ ଭିଡିଓ

IWMBuzz
49

ବିବାହର ସିଜିନ ଆରମ୍ଭ ହୋଇସାରିଛି । ଏହାକୁ ନଜରରେ ରଖି ବଲିଉଡ ସିଙ୍ଗର ତୁଳସୀ କୁମାର ଏକ ୱେଡିଂ ସଙ୍ଗ ନେଇ ଆସିଛନ୍ତି । ତୁଲସୀ କୁମାରଙ୍କ ଏହି ଗୀତ ପଂଜାବୀ ଫାଲ୍କ ସଙ୍ଗ ‘ନହିଁ ଜାନା ’ର ରିକ୍ରିଏଟ ଭର୍ସନ ଯେଉଁଥିରେ ତୁଳସୀ କୁମାରଙ୍କ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।

ଗୀତରେ ଟିକ ଟକ ଷ୍ଟାର ଆୱେଜ ଦରବାରଙ୍କ ସହିତ ଅନମୋଲ ଭାଟିଆ ଏବଂ ଅଭିନେତ୍ରୀ ମୁସକାନ ସେଠୀଙ୍କୁ ଦେଖିବାକୁ ମିଳିଛି । ତୁଲସୀ କୁମାରଙ୍କ ସହିତ ଗୀତରେ ସିଙ୍ଗର ସଚେତ ଟଣ୍ଡନଙ୍କ ଭଏସ ଶୁଣିବାକୁ ମିଳିଛି । ତନିଷ୍କ ବାଗଚୀ ଏହାର ମ୍ୟୁଜିକ ଦେଇଥିବା ବେଳେ ଏହାର ଲିରିକ୍ସ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସାହିଲ ସଙ୍ଘା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More