Only for Entertainment

ରିଲିଜ ହେଲା ମରୁଧର ଏକ୍ସପ୍ରେସ ଫିଲ୍ମର ଗୀତ ‘ତୁମ ଚଲେ ଗୟେ’ !

33

ରେୱିଂଗ୍ସ ଇ ଡି ୟୁ ପ୍ରାଇଭେଟ ଲିମିଟେଡର ରାଜ କୁଶବାହା ଏବଂ ନିର୍ଦ୍ଦେଶକ ବିଶାଲ ମିଶ୍ରା ନିଗ ଫିଲ୍ମ ମରୁଧର ଏକ୍ସପ୍ରେସର ପୋଷ୍ଟର ଏବଂ ଟ୍ରେଲର ଲଂଚରେ ଫିଲ୍ମର କଳାକାର ଏବଂ କ୍ରୁଙ୍କୁ ଅନେ୍ଧରୀର ଦ ଭକ୍ଟୟର ସିନେମାରେ ଆମନ୍ତ୍ରିତ କରାଯାଇଥିଲା । ତାରା ଅଲିଶା ବେରି, ସାଉଥ ଅଭିନେତ୍ରୀ ପ୍ରିୟା ସିଂ, ବିବାନ ଶାହ, ସଂଗୀତକାର ଜିତ ଗାଙ୍ଗୁଲୀ, ସିଙ୍ଗର ୟାସିର, ଆକାଂକ୍ଷା ଶର୍ମା ଏବଂ ଆଶିଷ କୌର ଏହି ଲଂଚରେ ଆସିଥିଲେ । ଫିଲ୍ମର ପୂରା ସୁଟିଂ କାନପୁରରେ ହୋଇଛି । ତେବେ ଏହି ଫିଲ୍ମର ଏକ ଗୀତ ଏବେ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ତୁମ ଚଲେ ଗୟେ’ । ଗୀତଟିକୁ ଗାଇଛନ୍ତି ୟଶେର ଦିସାଇ ।

ତେବେ ଜି ମ୍ୟୁଜିକ କମ୍ପାନୀ ମ୍ୟୁଜିକ ରିଲିଜ କରିଛନ୍ତି । ଅଥର୍ବା ମୋଶନ ପିକଚର୍ସ ପ୍ରମୋଦ ଗୋରେ ଫିଲ୍ମର ସହନିର୍ମାତା ଅଟନ୍ତି ଏବଂ ଏହି ଫିଲ୍ମ ୧୨ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More