Only for Entertainment

ଟିଭି ଅଭିନେତ୍ରୀ ରେଡ ସାଢୀ ପିନ୍ଧି ପାଣିରେ ଲଗାଇଲେ ନିଆଁ, ଭାଇରାଲ ହେଲା ଡ୍ୟାନ୍ସ ଭିଡିଓ ।

zee news
0 51

ଟିଭି ଅଭିନେତ୍ରୀ ପୂଜା ବନର୍ଜୀଙ୍କୁ ଧାର୍ମିକ ଶୋ ଦେବେ କେ ଦେବ ମହାଦେବରୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ଶୋରେ ତାଙ୍କର ପାର୍ବତୀ ଚରିତ୍ରକୁ ଲୋକେ ବେଶ ପସନ୍ଦ କରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି । ନିକଟରେ ପୂଜା ନିଜ ଫ୍ୟାନମାନଙ୍କ ପାଇଁ ଏକ ଡ୍ୟାନ୍ସ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପୂଜା, ରବୀନା ଟଣ୍ଡନଙ୍କ ହିଟ ନମ୍ବର ଟିପ ଟିପ ବର୍ଷାପାନିରେ ଡ୍ୟାନ୍ସ କରି ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ପୂଜା ଏହି ଭିଡିଓରେ ରେଡ ଶାଢୀରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକି ବର୍ତ୍ତମାନ ଶୁଦ୍ଧା ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More