Only for Entertainment

ଅଟଳଙ୍କ ନିଧନରେ ସ୍ତବ୍ଧ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମମତାଙ୍କ ପର୍ଯ୍ୟନ୍ତ ଦେଖନ୍ତୁ ସମସ୍ତଙ୍କର ଟ୍ୱିଟ ।

aajtak
0 45

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ଏହି ଦୁନିଆରେ ନାହାଁନ୍ତି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ସମୟରେ ଆଜି ତାଙ୍କର ପରଲୋକ ହୋଇଛି । ତାଙ୍କର ଏହି ଖବରରେ ସାରା ଦେଶ ସ୍ଥାଣୁ ପାଲଟି ଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।

 

ପିଏମ ମୋଦି ଟ୍ୱିଟ କରି ଜଣାଇଛନ୍ତିଯେ,ମୁଁ ନିଃଶବ୍ଦ ଏବଂ ଶୂନ୍ୟ ହୋଇଯାଇଛି । ତେବେ ଭାବ ବିହ୍ୱଳ ହୋଇଯାଇଥିବା କଥା ଜଣାଇଛନ୍ତି ପିଏମ ମୋଦି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More