Only for Entertainment

ଟ୍ୱିଙ୍କଲ ଖନ୍ନା କଲେ ଡିମ୍ପଲଙ୍କ ସହ କଲେ ୪୦ବର୍ଷ ପୂରୁଣା ଫଟୋ ଶେୟାର,ଲେଖିଲେ କିଛି ଏଭଳି !

India TV
29

ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନା ନିକଟରେ ନିଜ ଇନଷ୍ଟାଗ୍ରାମରେ ଏଖ ଫଟୋ ଶେୟାର କରିଛନ୍ତି । ଏହି ଫଟୋଟି ତାଙ୍କର ପିଲାଦିନର ଅଟେ, ଯେଉଁଥିରେ ସେ ତାଙ୍କ ମାଁ ଡିମ୍ପଲଙ୍କ ସହ ନଜର ଆସିଛନ୍ତି । ୧୯୭୮ରେ ସୁପର ମାଗାଜିନ କଭରରେ ଛପି ଥିବା ଫଟୋରେ ଟ୍ୱିଙ୍କଲ ଖୁବ ରାଗରେ ଚାହିଁଥିବା ନଜର ଆସିଛନ୍ତି । ଏହି ପୂରୁଣା ଫଟୋ ଶେୟାର କରି ଟ୍ୱିଙ୍କଲ କ୍ୟାପଶନ ଲେଖିଛନ୍ତି ଯେ ତାଙ୍କ ଛୋଟ ବେଳର ସମସ୍ତ ଫଟୋ ଦେଖି ତାଙ୍କୁ ଫଟୋଗ୍ରାଫରକୁ ପଂଚ ମାରିବାକୁ ଇଚ୍ଛା ହେଉଛି । ଏହି କଥା ଟ୍ୱିଙ୍କଲ କହିବା କାରଣ ଏହା ଯେ ସେ ଏହି ଫଟୋରେ ରାଗି ଦିଶୁଛନ୍ତି । ୧୯୭୮ମସିହାରେ ଆସିଥିବା ଏହି ମାଗାଜିନ ଟଙ୍କା୩.୫୦ ଥିଲା ।

 

View this post on Instagram

 

Why do I look like I want to punch the photographer in every childhood picture? #TheOriginalBossBaby

A post shared by Twinkle Khanna (@twinklerkhanna) on

ଏଠାରେ ଆମେ କହି ରଖୁଛୁ ଯେ ଟ୍ୱିଙ୍କଲ ଫିଲ୍ମ ଦୁନିଆରୁ ଦୂରେଇ ଏବେ ପ୍ରଯୋଜନା କରୁଛନ୍ତି । ପ୍ୟାଡମ୍ୟାନ ଭଳି ଫିଲ୍ମ ପ୍ରଡ୍ୟୁସ କରିଥିବା ଟ୍ୱିଙ୍କଲ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ସେହିଭଳି ନିକଟରେ ଟ୍ୱିଙ୍କଲ ତାଙ୍କର ଏକ ବହି ମଧ୍ୟ ଲଂଚ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More