Only for Entertainment

କେଜରିୱାଲଙ୍କ ମଜାକ ଉଡ଼ାଇଲେ ଟ୍ୱିଙ୍କଲ ଖନ୍ନା, ଟ୍ୱିଟ ଭାଇରାଲ ।

ndtv
41

ଟ୍ୱିଙ୍କଲ ଖନ୍ନା ଯଦିଓ ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି ତଥାପି ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ରାଜନୀତି ଠାରୁ ଆରମ୍ଭ କରି ସମସ୍ତ ଘଟଣା ପର୍ଯ୍ୟନ୍ତ ସେ ନିଜର ମତ ରଖନ୍ତି । ଟ୍ୱିଙ୍କଲ ଯେବେ ମଧ୍ୟ ସୋସିଆଲ ସାଇଟରେ କିଛି ଲେଖନ୍ତି ତାହା ଖୁବ ଭାଇରାଲ ହୋଇଯାଏ । ଏହିଥର ମଧ୍ୟ ଠିକ ସେହିଭଳି କିଛି ହୋଇଛି । ଟ୍ୱିଙ୍କଲ ଖନ୍ନା ପୁଣିଥରେ ଏକ ଟ୍ୱିଟ କରିଛନ୍ତି, ଯାହା ଭାଇରାଲ ହେଉଛି । ସେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛିଯେ ଏକ ଛୋଟପିଲା ମୁଣ୍ଡରେ ଅଣ୍ଡରୱେର ପିନ୍ଧିଛି । ଏହାକୁ ନେଇ ଟ୍ୱିଙ୍କଲ ଲେଖିଛନ୍ତି ଯେତେବେଳେ ତୁମେ କେଜରିୱାଲଙ୍କ ସମର୍ଥକ ଏବଂ ତୁମ ନିକଟରେ ମାଙ୍କଡ଼ ଟୋପି ନଥାଏ । ତେବେ ସେ ସିଧାସଳଖ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି ।

ଟ୍ୱିଙ୍କଲଙ୍କ ଏହି ଟ୍ୱିଟରେ ଲୋକଙ୍କର ଖୁବ ପ୍ରତିକ୍ରିୟା ଆସୁଛି । କେବଳ କେଜରିୱାଲ ନୁହଁନ୍ତି ସେ ତାଙ୍କ ପତିଙ୍କର ବହୁଥର କ୍ଲାସ ନେଇଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More