Only for Entertainment

ଭାଇରାଲ ହେବାରେ ଲାଗିଛି ମେଲାନିଆ ଟ୍ରମ୍ପ ଏବଂ ଜଷ୍ଟିନ ଟ୍ରୁଡୋଙ୍କ ଏହି ଫଟୋ, ସୋସିଆଲ ମିଡିଆରେ ଲୋକେ ଏପରି ଉଡାଇଲେ ମଜାକ

google
143

ଫ୍ରାନ୍ସରେ ଆୟୋଜିତ ହୋଇଥିବା ଜି-୭ ସମିଟ ସମୟରେ ମେଲାନିଆ ଟ୍ରମ୍ପ ଏବଂ କାନ୍ନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏକ ଫଟୋ ଏବେ ପୂରା ଦୁନିଆରେ ହଲଚଲ ମଚାଇ ଦେଇଛି । ରିପୋର୍ଟ ଅନୁସାରେ ଏହି ଫଟୋ ରବିବାର ସଂଧ୍ୟାରେ ନିଆଯାଇଛି । ଫ୍ୟାମିଲି ଫଟୋ ପାଇଁ ନେତାମାନେ ଏକା ସହିତ ଆସିବା ସମୟରେ ଏହି ଫଟୋଟି ଉଠାଯାଇଥିଲା ।

ଫଟୋରେ ଦେଖିବାକୁ ମିଳୁଛି ଯେ, ଆମେରିକାର ପ୍ରଥମ ଲେଡୀ ମେଲାନିଆ ଟ୍ରମ୍ପ କାନ୍ନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗାଲରେ ପାରମ୍ପରିକ କିସ୍ ଦେବା ପାଇଁ ତାଙ୍କ ଆଡକୁ ବଢୁଛନ୍ତି । ଏବଂ ତାଙ୍କ ପାଖରେ ଡୋନାଲ୍ଡ ଟ୍ରମ୍ପ ଆଖି ବନ୍ଦ କରି ଠିଆ ହୋଇଛନ୍ତି । ଏହି ଫଟୋଟି ଲୋକଙ୍କ କଳ୍ପନାକୁ ଉସକାଇ ଦେଇଛି । ଏହା ପରେ ଏହି ଫଟୋକୁ ନେଇ ମିମ୍ସ ଭାଇରାଲ ହେବାର ଦେଖିବାକୁ ମିଳିଛି । ଲୋକେ ଫଟୋକୁ ନେଇ ମଜାକ ଉଡାଇବା ଆରମ୍ଭ କରିଦେଇଛନ୍ତି ।

ଦେଖନ୍ତୁ ଲୋକଙ୍କ ରିଆକ୍ସନ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More