Only for Entertainment

ଯେତେବେଳେ ଦୁଇଟି ବିମାନ ଆମ୍ନା ସାମ୍ନା ହୋଇଗଲା ।

punjabkesari
22

ଆନ୍ଧ୍ରପ୍ରଦେଶର ବିଜୟବାଡ଼ାର ପୁଣମନି ଘାଟରେ ପର୍ଯ୍ୟଟନ ପ୍ରାଧିକରଣ ଫେଡେରେସନ ଅଫ ଇଣ୍ଡିଆ ଚ୍ୟାମ୍ପର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସହଯୋଗରେ ୨୩ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ତିନି ଦିବସୀୟ ଉଡ଼ାଜହାଜ ଶୋ ବର୍ମ ପାର୍କରେ ଆୟୋଜନ କରାଯାଇଥିଲା । ଅମରାବତୀ ନାମକ ଏହି ଏୟାର ଶୋ ମାଧ୍ୟମରେ ଲୋକଙ୍କର ଖୁବ ମନୋରଂଜନ ହେଲାଚିନ୍ତୁ ଏହି ମଧ୍ୟରେ ଅଚାନକ ଏକ ଷ୍ଟଂଟରେ ଲୋକଙ୍କ ହୋଶ ଉଡ଼ିଗଲା ।ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ଲୋକଙ୍କ ହୋଶ ଉଡ଼ିଗଲା ଯେତେବେଳେ ଦୁଇଟି ବିମାନ ଆମ୍ନା ସାମ୍ନା ହୋଇଗଲେ ।ଅବଶ୍ୟ ଏହା ୱାର୍ଲଡ ଫେମସ ଟିମ ମାନଙ୍କ ଦ୍ୱାରା କରାଯାଇଥିଲା ।ଏଥିରେ ବ୍ରିଟେନର ଏକ ଟିମ ମଧ୍ୟ ସାମିଲ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More