Only for Entertainment

କୁକୁରକୁ ଶାମ୍ପୁ ଲଗାଇବାକୁ ଯାଇ ଦୁଇ ଜଣ ସିମ୍ପାଞ୍ଜୀ କଲେ କିଛି ଏଭଳି, ଦେଖି ଆପଣ ହସି ହସି ହୋଇଯିବେ ବେଦମ୍ !

104

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣଙ୍କ ଚେହେରାରେ ହସ ଖେଳିଯିବ । ଦୁଇ ଜଣ ସିମ୍ପାଞ୍ଜୀ ଗୋଟିଏ କୁକୁରକୁ ଶାମ୍ପୁ ଲଗାଇ ଗାଧୋଇ ଦେଉଥିଲେ । ପ୍ରଥମଥର ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭିଡିଓ ଶେୟାର କରି ଲେଖିଛନ୍ତି ‘ଏଭଳି ଚାକିରୀ କେଉଁଠି ମିଳିବ ନାହିଁ ।’

ଏହାବ୍ୟତୀତ ଦୁହେଁ ମଜାରେ ଗାଧୋଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ଏବେ ପର୍ଯ୍ୟନ୍ତ ଭିଡିଓକୁ ୭୦ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । ୯ହଜାରରୁ ଅଧିକ ଲାଇକ ଏବଂ ୩ ହଜାରରୁ ଅଧିକ ରିଟ୍ୱିଟ ରହିଛି । ଏହି ଭିଡିଓ ୨ଅଗଷ୍ଟରେ ଶେୟାର କରାଯାଇଥିଲା । ଜଣେ ୟୁଜର ଲେଖିଛନ୍ତି ଏହି ଭିଡିଓ ଏବର୍ଷର ସବୁଠାରୁ ମଜାଦାର ଭିଡିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More