Only for Entertainment

ସର୍ଫି ବେଳେ ଅଭାବନୀୟ ଘଟଣା ସର୍ଫରଙ୍କୁ ଆକ୍ରମଣ କଲା ସାର୍କ , ଦେଖନ୍ତୁ ଭିଡିଓ !

300

ନିକଟରେ ଜଣେ ଜଣାଣୁଣା ସର୍ଫରଙ୍କୁ ଗୋଟିଏ ସାର୍କ ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ପାଣି ଭିତରେ ଆକ୍ରମଣ କରିଥିଲା ଏବଂ ସେହି ସମୟର ଦୃଶ୍ୟଟି କଏଦ ହୋଇଥିଲା କ୍ୟାମେରାରେ । ୨୩ ବର୍ଷୀୟ ଏହି ସର୍ଫରଙ୍କ ନାମ ଫ୍ରାଂକ ଓ ରଉରକେ ବୋଲି ଜଣାପଡିଥିବା ବେଳେ ସେ ଏକ ଗଣମାଧ୍ୟମ ଆଗରେ ନିଜ ଉପରେ ହେଇଥିବା ସେହି ଆକ୍ରମଣ କଥା ବଖାଣିଥିଲେ । ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ସବୁଠି ଖବରରେ ରହିଛି । ଦୃଶ୍ୟଟିକୁ ଦେଖିଲେ ଯେ କେହିବି ଭୟଭୀତ ହୋଇପଡିବ ।

ସବୁଠାରୁ ବଡ କଥା ହେଲା ଯେ ସାର୍କ ଆକ୍ରମଣରେ ସର୍ଫରଙ୍କୁ ସାମାନ୍ୟ ଅଘାତ ଲାଗିଥିଲା ଏବଂ ସେ ଅଳ୍ପକେ ବର୍ତିଯାଇଥିଲେ । ଘଟଣା ଟି ହେଊଛି ଫ୍ଲୋରିଡା ସ୍ଥିତ ତଟୀୟ ରିସୋର୍ଟର ।

ତେବେ ସମୁଦ୍ରରେ କେବଳ ସର୍ଫର ନୁହନ୍ତି ବେଳେବେଳେ ସର୍ଫି ମଜ୍ଜା ଉଠାଇବା ପାଇଁ ଯାଈଥିବା କିଛି ଲୋକ ମାନଙ୍କୁ ମଧ୍ୟ ଆକ୍ରମଣ କରିଥାଏ ସାର୍କ । ଠିକ ଏହିଭଳି ଏକ ଚିତ୍ର ଆପଣ ହଲିଉଡର ଖୁବ ଚର୍ଚ୍ଚିତ ଫିଲ୍ମ ଦ ମେଗରେ ମଧ୍ୟ ଦେଖିଥିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More