Only for Entertainment

ଜାଣନ୍ତୁ କେଉଁ ପ୍ରକାର ଶିବଲିଙ୍ଗ ପୂଜା କଲେ କେଉଁଭଳି ଫଳ ମିଳିବ?

best astrology conbsoltancy services in india
0 38

ପ୍ରତ୍ୟେକ ବ୍ୟକ୍ତି ଶିବଲିଙ୍ଗ ପୂଜା କରିବା ଉଚିତ । ଏହାକୁ ବିଧିପୂର୍ବକ ସ୍ନାନ କରି ଏହି ସ୍ନାନ ଜଳକୁ ଯେଉଁ ବ୍ୟକ୍ତି ଛିଂଚନ୍ତି ସେମାନଙ୍କର ଶାରୀରିକ ଓ ମାନସିକ ପାପ ତତ୍କାଳ ନଷ୍ଟ ହୋଇଥାଏ । ଶିବଲିଙ୍ଗ ମାଟି. ପଥର,ସୁନା ଓ ରୂପା ଆଦିରେ ତିଆରି କରି ପ୍ରାୟତଃ ପୂଜା କରାଯାଏ । ବିଭିନ୍ନ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଭଳି କରାଯାଏ ।

ପାରଦରେ ଶିବଲିଙ୍ଗ କରି ପୂଜା କରିବା ଦ୍ୱାରା ମହାଐଶ୍ଚର୍ଯ୍ୟ ପ୍ରାପ୍ତ ହୋଇଥାଏ ।

ସ୍ୱର୍ଣ୍ଣରେ ତିଆରି ଶିବଲିଙ୍ଗ ପୂଜା କରିବା ଦ୍ୱାରା ମହାମୁକ୍ତି ମିଳିଥାଏ ।

ଅଷ୍ଟଧାତୁରେ ଶିବଲିଙ୍ଗ ତିଆରି କରି ପୂଜା କରିବା ଦ୍ୱାରା ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ ।

ରୂପାରେ ଶିବଲିଙ୍ଗ ତିଆରି କରି ପୂଜା କରିବା ଦ୍ୱାରା ମହାବିଭୂତି ପ୍ରାପ୍ତ ହୋଇଥାଏ ।

ଲୁଣରେ ଶିବଲିଙ୍ଗ ତିଆରି କରି ପୂଜା କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ମାଟିରେ ଶିବଲିଙ୍ଗ ତିଆରି କରି ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧି ହୋଇଥାଏ ।

ପାଉଁଶରେ ତିଆରି ହୋଇଥିବା ଶିବଲିଙ୍ଗ ପୂଜା କରିବା ଦ୍ୱାରା ସମସ୍ତ ଫଳ ମିଳିଥାଏ ।

କସ୍ତୁରୀରେ ଶିବଲିଙ୍ଗ ତିଆରି କରି ପୂଜା କରିବା ଦ୍ୱାରା ଶିବଙ୍କ ଭଳି ପୂଜ୍ୟ ମିଳିଥାଏ ।

ଧାନରେ ତିଆରି କରି ପୂଜା କରିବା ଦ୍ୱାରା ପୂତ୍ର ପ୍ରାପ୍ତି ହୋଇଥାଏ ।

ଫୁଲରେ ତିଆରି କରି ପୂଜା କରିବା ଦ୍ୱାରା ଭୂମି ପ୍ରାପ୍ତି ହୋଇଥାଏ ।

ମିଶ୍ରି ତିଆରି କରି ପୂଜା କରିବା ଦ୍ୱାରା ରୋଗ ନାଶ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More