Only for Entertainment

ଲଣ୍ଡନର ଫ୍ୟାଶନ ବ୍ରାଣ୍ଡ ସ୍ୱିମସୁଟ ଉପରେ ଛାପିଲା ଦେବୀ ଦୂର୍ଗାଙ୍କ ଫଟୋ, ଏହାପରେ……… ।

bollywood tadka
14

ବ୍ରିଟେନରେ ଲଣ୍ଡନର ଫ୍ୟାଶନ ଲେବଲ ସେରା ଅଲ୍ଗେରଙ୍କ ଦ୍ୱାରା ସ୍ୱିମସୁଟ ଉପରେ ଦେବୀ ଦୂର୍ଗାଙ୍କ ଫଟୋ ଛାପିବାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏହି ଡିଜାଇନରେ ଗ୍ରାହକ ନାରାଜ ହେବା ସହିତ ନାପସନ୍ଦ କରୁଛନ୍ତି । ଯାହାର କାରଣ ସଂପୂର୍ଣ୍ଣ ଭାବରେ ବୈଧ ।

ନୂଆ ବ୍ରାଣ୍ଡରେ ହାତରେ ପେଂଟ କରାଯାଇଥିବା ପ୍ରଂଟିଂ ଡିଜାଇନରେ ହିନ୍ଦୁ ଦେବୀ ଦୂର୍ଗାଙ୍କ ଫଟୋ ଛପା ଯାଇଥିବାରୁ ହିନ୍ଦୁମାନେ ଅସନ୍ତୋଷ ହୋଇଛନ୍ତି ଏବଂ ଏହାକୁ ବିରୋଧ କରିଛନ୍ତି । ମା ଦୂର୍ଗା ଭାରତରେ ଜଣେ ପ୍ରତିଷ୍ଠିତ ଦେବୀ ଭାବରେ ପୂଜା ପାଆନ୍ତି । ସ୍ୱିମସୁଟରେ ତାଙ୍କ ଫଟୋ ଭାରତୀୟମାନଙ୍କ ବିଶ୍ୱାସ ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More