Only for Entertainment

ଅକ୍ଷୟ ରୁସ୍ତମରେ ପିନ୍ଧିଥିବା ୟୁନିଫର୍ମ ମୂଲ୍ୟ ପହଂଚିଲା ଏତିକି ଟଙ୍କାରେ ।

aajtak
0 43

ଅକ୍ଷୟ କୁମାର ଚାରିଟିକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି । ନିକଟରେ ସେ ଏକ ଏନଜିଓକୁ ସାହାଯ୍ୟ କରିବା ପାଇଁ ଏକ ଭିନ୍ନ ଉପାୟ ବାହାର କରିଛନ୍ତି । ଅକ୍ଷୟ ତାଙ୍କ ୟୁନିଫର୍ମକୁ ନୀଲାମ କରି ଧନ ଏକାଠି କରୁଛନ୍ତି,ଯାହାକୁ ସେ ଫିଲ୍ମ ରୁସ୍ତମରେ ପିନ୍ଧିଥିଲେ । ସେ ,ଡି ଫିଲ୍ମରେ ଏକ ନେଭି ଅଫିସର ଚରିତ୍ରରେ ନଜର ଆସିଥିଲେ ।

ଅକ୍ଷୟ ଏହି ୟୁନିଫର୍ମକୁ ଅନଲାଇନରେ ନିଲାମ କରୁଛନ୍ତି । ଏଥିରେ ମିଳିବା ଧନମକୁ ସେ ପଶୁମାନଙ୍କର ସୁରକ୍ଷା ପାଇଁ କାମ କରୁଥିବା ଏନିଜିଓ ,ଜନିକାଜ ଟ୍ରଷ୍ଟକୁ ଦେବେ । ନିଲାମର ଆରମ୍ଭ ୨୦ ହଜାରରୁ ଆରମ୍ଭ ହୋଇଥିଲା । ଯାହାକୁ ୨୪ ଘଂଟାରେ ୨.୫ କୋଟିରେ ପହଂଚିଥିଲା । ଏହି ନିଲାମ ୨୬ରେ ଅପ୍ରେଲରେ ଆରମ୍ଭ ହୋଇଛି ଏବଂ ୨୬ ମଇରେ ଶେଷ ହେବ ।

ଅକ୍ଷୟ ଏହି ନିଲାମ ବିଷୟରେ ପୁଣିଥରେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଏହି ଘୋଷଣା କରୁଛିଯେ ଆପଣ ସମସ୍ତେ ନିଲାମରେ ଡାକ ଡାକି ପାରିବେ ।’ । ଏଥିରୁ ଯେଉଁ ଟଙ୍କା ମିଳିବ ଆମେ ତାହା ପଶୁମାନଙ୍କର ସୁରକ୍ଷାରେ ବ୍ୟବହାର କରିପାରିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More