Only for Entertainment

ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀଙ୍କ ପୂରା କାହାଣୀ ।

brandsynario.com
26

ଆମେ ଆଲୋଚନା କରୁଛୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପୂର୍ବ କ୍ରିକେଟର ଇମ୍ରାନ ଖାନଙ୍କ ବିଷୟରେ । ଏହା ସମସ୍ତେ ଜାଣନ୍ତିଯେ ସେ ଜଣେ ପାକିସ୍ତାନୀ ରାଜନୈତିଜ୍ଞ ଏବଂ ପୂର୍ବ ଆନ୍ତର୍ଜାତୀୟ କ୍ରିକେଟର । ସେ ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ । ତେବେ ଏହା ତ ତାଙ୍କ ପରିଚୟ । ଏବେ ଇମ୍ରାନ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ ଖୁବ ଶୀକାର ହେଉଛନ୍ତି ଏହା ଆପଣ ନିହାତି ଜାଣିଥିବେ । କାରଣ ହେଉଛି ପାକିସ୍ତାନ ପୁଲୱାମାରେ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିବା ପରେ ସାରା ଦେଶ କ୍ରୋଧ ଜର୍ଜରିତ । ତେବେ ଏହି ମଧ୍ୟରେ ଇମ୍ରାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ଏକ ଖବର । ଯାହାକୁ ହୁଏତ ଆପଣ ଜାଣିନଥିବେ ।

ଆଜ୍ଞା ହଁ ଖବର ମୁତାବକ ଇମ୍ରାନ ଖାନ ୨୦୧୮ ଫେବୃୟାରୀରେ ବୁଶରା ମନେକାଙ୍କୁ ବିବାହ କରିଥିଲେ । ବୁଶରା ହେଉଛନ୍ତି ଇମ୍ରାନଙ୍କ ତୃତୀୟ ପତ୍ନୀ । ଏହା ପୂର୍ବରୁ ଇମ୍ରାନ ୧୯୯୫ରେ ଜେମିମା ଖାନଙ୍କୁ ବିବାହ କରିଥିଲେ । ଏହା ଥିଲା ତାଙ୍କର ପ୍ରଥମ ବିବାହ ଏବଂ ଏହା ୯ ବର୍ଷ ଧରି ଚାଲିଲା । ଏହାପରେ ସେ ରହମ ନାମ ଜଣେ ଟିଭି ସାମ୍ବାଦିକାଙ୍କୁ ବିବାହ କଲେ । କିନ୍ତୁ ୧୦ ମାସ ପରେ ସେ ରହମଙ୍କ ଠାରୁ ଅଲଗା ହୋଇଗଲେ । ଇମ୍ରାନଙ୍କ ତୃତୀୟ ପତ୍ନୀ ବୁଶରାଙ୍କୁ ପିଙ୍କି ପିର ମଧ୍ୟ କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More