Only for Entertainment

ଆଗାମୀ ବଲିଉଡ୍ ଫିଲ୍ମ ‘ମର୍ଦ କୋ ଦର୍ଦ ନେହି ହୋତା’ ର ଦ୍ୱିତୀୟ ଟିଜର ରିଲିଜ !

70

ସାମ୍ନାକୁ ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ‘ମର୍ଦ କୋ ଦର୍ଦ’ ର ଦ୍ୱିତୀୟ ଟିଜର୍ । ସିନେମାରେ ନେପୋଟିଜିମକୁ ପ୍ରମୁଖ ଭାବେ ସ୍ଥାନ ଦିଆ ଯାଇଛି । ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ରାଧିକା ମଦାନଙ୍କୁ ଦେଖିବାକୁ ମିଳିବ । ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଭସନ ବଳ ।

ତେବେ ଫିଲ୍ମ ପ୍ରମୋସନ କରିବା ଲାଗି ଏକ ଆଖିଦୃଶିଆ ୫୯ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମର ଅଭିନେତା ଅଭିମନ୍ୟୁ ଦଶାନୀଙ୍କୁ ଇଂଟ୍ରୋଡ୍ୟୁସ କରାଯାଇଛି । ଏହାପୂର୍ବରୁ ରାଧିକା ମଦାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ୨୧ ମାର୍ଚ୍ଚରେ ପରଦାକୁ ଆସିବ ଫିଲ୍ମ ମର୍ଦ କୋ ଦର୍ଦ ନେହି ହୋତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More